ଜୋତା କହିବ ବାଲିବୋରେ ମୁଣ୍ଡ ବିହୀନ ମହିଳାଙ୍କ ଶବ ର କଥା ଭୁବନ( ପୂର୍ଣ୍ଣ ଚନ୍ଦ୍ର ସାହୁ )ଭୁବନ ଥାନା ଅନ୍ତର୍ଗତ ବାଲିବୋ ଅଞ୍ଚଳରେ ଗୋଟିଏ ମୁଣ୍ଡ ବିହୀନ ମହିଳାଙ୍କ ଶବ ପଡି ଥିବାର ଦେଖାଯାଇଛି | ଯାହାକୁ ନେଇ ବିଭତ୍ସ ହତ୍ୟା ର ସନ୍ଦେହ କରାଯାଇଛି | ବାଲିବୋ ପଞ୍ଚାୟତର ଅନନ୍ତପୁର ଠାରୁ ମହୁଲପାଳ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାର ବାଇପାସ ନିକଟରେ ମୁଣ୍ଡ ବିହନ ମହିଳା ଙ୍କ ଶବ ପଡ଼ିରହିଛି | ସ୍ଥାନୀୟ ଚାଷୀ ଙ୍କ ଠାରୁ ଖବର ପାଇ ବାଲିବୋ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ବେହେରା ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରିରଖିଛି ବୋଲି କହିଛନ୍ତି ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ | ସୂଚନା ଅନୁଯାୟୀ ମହିଳା ଙ୍କ ବୟସ( 40)ହେବ | ଛିଟ ଲୁଗା ପିନ୍ଧିଥିଲେ | ମହିଳା ଙ୍କ ର ମୁଣ୍ଡ ଓ ଗଣ୍ଡି ଅଲଗା ପଡିଛି | ଏହା ରାସ୍ତା କଡ଼ ନାଳ କୁଳ ରେ ପଡିଥିବାରୁ ହତ୍ୟା ବୋଲି ସନ୍ଦେହ ହେଉଛି | ଶବ ଟିରୁ ଜଣାଯାଉଛି ଯେ ମହିଳା ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି | ମହିଳା ଙ୍କ ସ୍ତନ କାଟି ଫୋପାଡ଼ି ଦିଆଯାଇଛି | ଗଣ୍ଡି ଠାରୁ ମୁଣ୍ଡ ଅଲଗା ହୋଇ ପଡିଛି | ଏନେଇ ପୋଲିସ ପକ୍ଷରୁ ରୁ ଅଜଣା ହଜିଯାଇଥିବା କୌଣସି ମହିଳାଙ୍କ ବିଷୟରେ ବିଭିନ୍ନ ସୋର୍ସ ରୁ ଖବର ସଂଗ୍ରହ ନିମନ୍ତେ ଚେଷ୍ଟା ଜାରିରହିଛି | କିଛି ଦୂରରୁ ଏକ ସାଣ୍ଡାଲ ଜୋତା ମିଳବା ଓ ମହିଳା ଶାରୀରିକ ଅବସ୍ଥା ରୁ ଜଣାଯାଏ ଯେ ସେ ଜଣେ ସମ୍ଭ୍ରାନ୍ତ ଶ୍ରେଣୀ ର ଅଟନ୍ତି | ଶବ କୁ ଜବତ ମଧ୍ୟ କରାଯାଇଛି | ଫରେନସିକ ଟିମ ର ଆକାଳନ ଜୋତା ଓ ବିଅର ବୋତଲ କହିବ ବାଲିବୋରେ ମୁଣ୍ଡ ବିହୀନ ମହିଳାଙ୍କ ଶବ ର କଥା

ଜୋତା କହିବ ବାଲିବୋରେ ମୁଣ୍ଡ ବିହୀନ ମହିଳାଙ୍କ ଶବ ର କଥା

ଭୁବନ( ପୂର୍ଣ୍ଣ ଚନ୍ଦ୍ର ସାହୁ )
ଭୁବନ ଥାନା ଅନ୍ତର୍ଗତ ବାଲିବୋ ଅଞ୍ଚଳରେ ଗୋଟିଏ ମୁଣ୍ଡ ବିହୀନ ମହିଳାଙ୍କ ଶବ ପଡି ଥିବାର ଦେଖାଯାଇଛି | ଯାହାକୁ ନେଇ ବିଭତ୍ସ ହତ୍ୟା ର ସନ୍ଦେହ କରାଯାଇଛି | ବାଲିବୋ ପଞ୍ଚାୟତର ଅନନ୍ତପୁର ଠାରୁ ମହୁଲପାଳ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାର ବାଇପାସ ନିକଟରେ ମୁଣ୍ଡ ବିହନ ମହିଳା ଙ୍କ ଶବ ପଡ଼ିରହିଛି | ସ୍ଥାନୀୟ ଚାଷୀ ଙ୍କ ଠାରୁ ଖବର ପାଇ ବାଲିବୋ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ବେହେରା ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରିରଖିଛି ବୋଲି କହିଛନ୍ତି ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ | ସୂଚନା ଅନୁଯାୟୀ ମହିଳା ଙ୍କ ବୟସ( 40)ହେବ | ଛିଟ ଲୁଗା ପିନ୍ଧିଥିଲେ | ମହିଳା ଙ୍କ ର ମୁଣ୍ଡ ଓ ଗଣ୍ଡି ଅଲଗା ପଡିଛି | ଏହା ରାସ୍ତା କଡ଼ ନାଳ କୁଳ ରେ ପଡିଥିବାରୁ ହତ୍ୟା ବୋଲି ସନ୍ଦେହ ହେଉଛି | ଶବ ଟିରୁ ଜଣାଯାଉଛି ଯେ ମହିଳା ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି | ମହିଳା ଙ୍କ ସ୍ତନ କାଟି ଫୋପାଡ଼ି ଦିଆଯାଇଛି | ଗଣ୍ଡି ଠାରୁ ମୁଣ୍ଡ ଅଲଗା ହୋଇ ପଡିଛି | ଏନେଇ ପୋଲିସ ପକ୍ଷରୁ ରୁ ଅଜଣା ହଜିଯାଇଥିବା କୌଣସି ମହିଳାଙ୍କ ବିଷୟରେ ବିଭିନ୍ନ ସୋର୍ସ ରୁ ଖବର ସଂଗ୍ରହ ନିମନ୍ତେ ଚେଷ୍ଟା ଜାରିରହିଛି | କିଛି ଦୂରରୁ ଏକ ସାଣ୍ଡାଲ ଜୋତା ମିଳବା ଓ ମହିଳା ଶାରୀରିକ ଅବସ୍ଥା ରୁ ଜଣାଯାଏ ଯେ ସେ ଜଣେ ସମ୍ଭ୍ରାନ୍ତ ଶ୍ରେଣୀ ର ଅଟନ୍ତି | ଶବ କୁ ଜବତ ମଧ୍ୟ କରାଯାଇଛି | ଫରେନସିକ ଟିମ ର ଆକାଳନ ଜୋତା ଓ ବିଅର ବୋତଲ କହିବ ବାଲିବୋରେ ମୁଣ୍ଡ ବିହୀନ ମହିଳାଙ୍କ ଶବ ର କଥା

Design a site like this with WordPress.com
Get started