#ଢେଙ୍କାନାଳ ଠାରେ ହେଉଥିବା ବ୍ୟକ୍ତିଗତ ସଚିବ ଙ୍କ ପ୍ରୋଗ୍ରାମ କୁ #ମଠକରଗୋଳା କଲେଜ ପିଲାଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା ଘଟିଛି ଏଥିରେ ବହୁ ଛାତ୍ର ଛାତ୍ରୀ ଆହତ ହେଇଛନ୍ତି ପିଲା ମାନେ ବର୍ତ୍ତମାନ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପିଲା ମାନଙ୍କ ଆସୁ ଆରୋଗ୍ୟ କାମନା କରୁଛି।ହେଲେ ଏଠି ପ୍ରଶ୍ନ ଉଠୁଛି କୀ ଏହି ଭଳି ଘଟଣା ପାଇଁ ଦାୟୀ କିଏ ରହିବ ଜିଲ୍ଲା ପ୍ରଶାସନ ନା କଲେଜ କତ୍ତୃପକ୍ଷ ?

#ଢେଙ୍କାନାଳ ଠାରେ ହେଉଥିବା ବ୍ୟକ୍ତିଗତ ସଚିବ ଙ୍କ ପ୍ରୋଗ୍ରାମ କୁ #ମଠକରଗୋଳା କଲେଜ ପିଲାଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା ଘଟିଛି ଏଥିରେ ବହୁ ଛାତ୍ର ଛାତ୍ରୀ ଆହତ ହେଇଛନ୍ତି ପିଲା ମାନେ ବର୍ତ୍ତମାନ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପିଲା ମାନଙ୍କ ଆସୁ ଆରୋଗ୍ୟ କାମନା କରୁଛି।
ହେଲେ ଏଠି ପ୍ରଶ୍ନ ଉଠୁଛି କୀ ଏହି ଭଳି ଘଟଣା ପାଇଁ ଦାୟୀ କିଏ ରହିବ ଜିଲ୍ଲା ପ୍ରଶାସନ ନା କଲେଜ କତ୍ତୃପକ୍ଷ ?

Design a site like this with WordPress.com
Get started