ଭୁବନ ବୋଲିବେlରେ ଜୋତାଓ ବିଅ ରବୋତଲ କହିବ ସବର କଥା

ଜୋତା କହିବ ବାଲିବୋରେ ମୁଣ୍ଡ ବିହୀନ ମହିଳାଙ୍କ ଶବ ର କଥା

ଭୁବନ( ପୂର୍ଣ୍ଣ ଚନ୍ଦ୍ର ସାହୁ )
ଭୁବନ ଥାନା ଅନ୍ତର୍ଗତ ବାଲିବୋ ଅଞ୍ଚଳରେ  ଗୋଟିଏ ମୁଣ୍ଡ ବିହୀନ ମହିଳାଙ୍କ ଶବ ପଡି ଥିବାର ଦେଖାଯାଇଛି  | ଯାହାକୁ ନେଇ ବିଭତ୍ସ ହତ୍ୟା ର ସନ୍ଦେହ କରାଯାଇଛି  | ବାଲିବୋ ପଞ୍ଚାୟତର ଅନନ୍ତପୁର  ଠାରୁ  ମହୁଲପାଳ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାର ବାଇପାସ ନିକଟରେ  ମୁଣ୍ଡ ବିହନ ମହିଳା ଙ୍କ ଶବ ପଡ଼ିରହିଛି  | ସ୍ଥାନୀୟ ଚାଷୀ ଙ୍କ ଠାରୁ ଖବର ପାଇ ବାଲିବୋ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ବେହେରା ପୋଲିସକୁ ଖବର ଦେଇଥିଲେ |  ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରିରଖିଛି ବୋଲି କହିଛନ୍ତି ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ | ସୂଚନା ଅନୁଯାୟୀ ମହିଳା ଙ୍କ ବୟସ( 40)ହେବ | ଛିଟ ଲୁଗା ପିନ୍ଧିଥିଲେ  | ମହିଳା ଙ୍କ ର ମୁଣ୍ଡ ଓ ଗଣ୍ଡି ଅଲଗା ପଡିଛି | ଏହା  ରାସ୍ତା କଡ଼ ନାଳ କୁଳ ରେ ପଡିଥିବାରୁ  ହତ୍ୟା ବୋଲି ସନ୍ଦେହ ହେଉଛି  | ଶବ ଟିରୁ ଜଣାଯାଉଛି ଯେ ମହିଳା ଜଣଙ୍କୁ ବିଭତ୍ସ ଭାବେ  ହତ୍ୟା କରାଯାଇଛି  | ମହିଳା ଙ୍କ ସ୍ତନ କାଟି ଫୋପାଡ଼ି ଦିଆଯାଇଛି  | ଗଣ୍ଡି ଠାରୁ ମୁଣ୍ଡ ଅଲଗା ହୋଇ ପଡିଛି | ଏନେଇ ପୋଲିସ ପକ୍ଷରୁ ରୁ ଅଜଣା ହଜିଯାଇଥିବା କୌଣସି ମହିଳାଙ୍କ ବିଷୟରେ  ବିଭିନ୍ନ ସୋର୍ସ ରୁ ଖବର  ସଂଗ୍ରହ ନିମନ୍ତେ ଚେଷ୍ଟା ଜାରିରହିଛି  | କିଛି ଦୂରରୁ ଏକ ସାଣ୍ଡାଲ ଜୋତା ମିଳବା ଓ ମହିଳା  ଶାରୀରିକ ଅବସ୍ଥା ରୁ ଜଣାଯାଏ ଯେ ସେ ଜଣେ ସମ୍ଭ୍ରାନ୍ତ ଶ୍ରେଣୀ ର ଅଟନ୍ତି | ଶବ କୁ ଜବତ ମଧ୍ୟ କରାଯାଇଛି  | ଫରେନସିକ ଟିମ ର ଆକାଳନ ଜୋତା ଓ ବିଅର ବୋତଲ କହିବ ବାଲିବୋରେ ମୁଣ୍ଡ ବିହୀନ ମହିଳାଙ୍କ ଶବ ର କଥା

Design a site like this with WordPress.com
Get started