
ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଗଁଦିଆ ବ୍ଲକ ମଠତେନ୍ତୁଳିଆ ପଞ୍ଚାୟତର ଶବର ସାହିରେ ଆପ୍ ର ଜନ ସଭା l ଲୋକଙ୍କୁ ଆପ୍ ର ନୀତି ଆଦର୍ଶ ଓ ଯୋଜନା ସମ୍ପର୍କରେ ସୂଚନା ଏବଂ ସେମାନଙ୍କର ସମସ୍ୟା ଉପରେ ଆଲୋଚନା କରାଗଲା l ଏଥର ସମସ୍ତେ ଝାଡ଼ୁ ଚି଼ହ୍ନ ରେ ଭୋଟ ଦେବାପାଇଁ ସଚେତନ କରାଗଲା ଏବଂ ସେମାନେ ରାଜି ହୋଇଛନ୍ତି ମଧ୍ୟ l ପଂଚାୟତ ଇନଚାର୍ଜ ବେଣୁଧର ବେହେରାଙ୍କ ନେତୃତ୍ୱରେ ଏହି ଜନସଭାରେ ଜିଲ୍ଲା ସଭାପତି ପଙ୍କଜ ନାୟକ, ବ୍ଲକ ସଭାପତି ଶେଷଦେବ ବେହେରା ଏବଂ ମିଡ଼ିଆ ସଦସ୍ୟ ଜିତେନ୍ଦ୍ର ବେହେରା ଯୋଗଦେଇ ଲୋକଙ୍କୁ ସଚେତନ କରାଇଥିଲେ l