ଶିକ୍ଷୟତ୍ରୀଙ୍କ ମାଡ଼ରେ ଛାତ୍ର ଗୁରୁତର କାମାକ୍ଷାନଗର ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକରେ ଅଭାବନୀୟ ଘଟଣା ଶିକ୍ଷୟତ୍ରିଙ୍କ ମାଡରେ ଛାତ୍ର ଗୁରୁତର ଆହତ।କାମାକ୍ଷାନଗର ମେଡିକାଲରେ ଭର୍ତ୍ତି।ସକାଳେ ସ୍କୁଲରେ ପ୍ରାଥନା ଚାଲୁ ରହିଥିବା ବେଳେ ଶିକ୍ଷୟତ୍ରି ଆସି ଛାତ୍ରର ଛାତିକୁ ବିଧା ମାରିଥିବା ଜଣାପଡିଛି।ଛାତ୍ର ଜଣଙ୍କ ହେଲେ କଙ୍କଡାହାଡ ଉଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ କ୍ଲାସର ଛାତ୍ର ଗଣପତି ମହାନ୍ତ।ଛାତିରେ ଗୁରୁତର ଆଘାତ ଲାଗିଥିବା ସୂଚନା ।ପ୍ରଥମେ କଙ୍କଡ଼ାହାଡ଼ ମେଡ଼ିକାଲ ପରେ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସିତ

ଶିକ୍ଷୟତ୍ରୀଙ୍କ ମାଡ଼ରେ ଛାତ୍ର ଗୁରୁତର

କାମାକ୍ଷlନଗର ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକରେ ଅଭାବନୀୟ ଘଟଣା ଶିକ୍ଷୟତ୍ରିଙ୍କ ମାଡରେ ଛାତ୍ର ଗୁରୁତର ଆହତ।କାମାକ୍ଷାନଗର ମେଡିକାଲରେ ଭର୍ତ୍ତି।ସକାଳେ ସ୍କୁଲରେ ପ୍ରାଥନା ଚାଲୁ ରହିଥିବା ବେଳେ ଶିକ୍ଷୟତ୍ରି ଆସି ଛାତ୍ରର ଛାତିକୁ ବିଧା ମାରିଥିବା ଜଣାପଡିଛି।ଛାତ୍ର ଜଣଙ୍କ ହେଲେ କଙ୍କଡାହାଡ ଉଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ କ୍ଲାସର ଛାତ୍ର ଗଣପତି ମହାନ୍ତ।ଛାତିରେ ଗୁରୁତର ଆଘାତ ଲାଗିଥିବା ସୂଚନା ।ପ୍ରଥମେ କଙ୍କଡ଼ାହାଡ଼ ମେଡ଼ିକାଲ ପରେ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସିତ

Leave a comment

Design a site like this with WordPress.com
Get started