ବିଶ୍ୱ ଯୁବ କୌଶଳ ଦିବସ
କାନ୍ଧମାଳଜିଲ୍ଲା ଟିକାବାଲି ଏ.ଏମ. ସି. ଏସ ମହାବିଦ୍ୟାଳୟରେ ବିଶ୍ୱ ଯୁବ କୌଶଳ ଦିବସ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଈଛି, ତମାଖୁମୁକ୍ତ କଲେଜ କ୍ୟାମ୍ପସ କୁ ନେଇ, ତମାଖୁ ର କ୍ଷତିକାରୀ ପ୍ରଭାବ କେତେ ଭୟଙ୍କର ଏ ଶୀର୍ଷକ କୁ ନେଇ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ବିଶ୍ୱ ଯୁବ କୌଶଳ ଦିବସ ଉପଲକ୍ଷେ ନୃତ୍ୟ, ସଂଗୀତ ଓ ଦୌଡ ପ୍ରତଯୋଗିତା ହୋଇଥିଲା, ଅଧ୍ୟାପକ ଶଙ୍କର ପାଢ଼ୀ,ବିକାଶ ମୁଖି, ଅଧ୍ୟାପିକା ଚମ୍ପା ସୋରେନ, ଶିବାନୀ କଁହ ର, ବିଚାରକ ଥିଲେ, ତପିସା ବେହେରା ସଂଗୀତ ରେ ପ୍ରଥମ, ସ୍ନେହାରାଣୀ ପଟ୍ଟନାୟକ ନୃତ୍ୟ ରେ ପ୍ରଥମ, ଅଙ୍କିତା ଅପରାଜିତା ମହାପାତ୍ର ତର୍କ ରେ ପ୍ରଥମ, ପିନଜ ପ୍ରଧାନଓ ରିଚା ପ୍ରଧାନ ଦୌଡ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ପାଇଥିଲେ, ଅଧ୍ୟାପକ ଅମୂଲ୍ୟ ସାବତ, ଗିଦ୍ୟାନ ଦିଗାଲ, ସୁଶାନ୍ତ ଭୋଳ, ଜ୍ଞାନ ରଞ୍ଜନ ଭୋଇ, ଅଧ୍ୟାପିକା ମୀରାମ୍ବିକା ସହଯୋଗ କରିଥିଲେ,

Leave a comment