ଅତାବିରା ବ୍ଲକ ସଭାଗୃହରେ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ
ବରଗଡ ଜିଲ୍ଲା ପୂର୍ବାହ୍ନ ୧୧ଟା ସମୟରେ ଅତାବିରା ବ୍ଲକ ସଭାଗୃହରେ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ାଏହି କାର୍ୟ୍ଯକ୍ରମରେ ଜିଲାପାଳ ମୋନିଷା ବାନାର୍ଜୀ, ବିଡିଓ ପ୍ରମୋଦ ଚନ୍ଦ୍ର ମେହେର, ଏବିଡିଓ ଗିରିନ୍ଦ୍ର କୁମାର ସାହୁ, ବ୍ଲକ ଚେୟାରମ୍ୟାନ ଗୀତାଜଂଳୀ ନାଏକ, ଉପଜିଲ୍ଲାପାଳ ଲଲାଟ କୁମାର ଲୁହା, ଜିଲା ପ୍ରକଳ୍ପ ଅଧିକାରୀ ଆଦିତ୍ୟ ଗୋଏଲ, ଅତିରିକ୍ତ ତହସିଲଦାର ରଂଜନ ଦାସ, ଏନଏସି ଚେୟାରମ୍ୟାନ ବନମାଳୀ ବରିହା, ଏନଏସି କାର୍ୟ୍ଯନିର୍ବାହି ଅଧିକାରୀ ସତ୍ଯନାରାୟଣ ତାଣ୍ଡି, ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ପ୍ରମୁଖ ପ୍ରଶାସନିକ ଅଧିକାରୀ ଜନପ୍ରତିନିଧି ଯୋଗ ଦେଇଥିଲେ ା ଗ୍ରାମାଞ୍ଚଳରୁ ଲୋକେ ନିଜନିଜ ସମସ୍ୟା ଗୁଡିକ ଜିଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ ା

Leave a comment