ବିଷୟ ::ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘର ବନ୍ଧୁମିଳନ କାର୍ଯ୍ୟକ୍ରମପୋଟାଲ :::ବରଗଡ ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଗତ କାଲି ପଶ୍ଚିମ ଓଡିଶା ୱେବମିଡିଆ ସଙ୍ଘ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ର ଏଗାର ଟି ଜିଲ୍ଲା ର ୱେବ ମିଡ଼ିଆ ରେ କାର୍ଯ୍ୟରତ ବନ୍ଧୁମାନେ ଯୋଗ ଦେଇଥିଲେ, ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘ ର ସଭାପତି ଅସିତ ସ୍ବାଇଁ ଅତିଥୁ କଂଗ୍ରେସ ନେତା ନିପନ ଦାସ ସମ୍ମାନିତ ଅତିଥ୍ୟ ବରଗଡ ଉପଜିଲ୍ଲାପାଳ ଲଲାଟ କୁମାର ଲୁହା ମୁଖ୍ୟ ଅତିଥ୍ ବରଗଡ ସାଂସଦ ସୁରେଶ ପୂଝାରି ଯୋଗ ଦେଇଥିଲେ . ବର୍ତମାନ ୱେବମିଡିଆ ର ଚାହିଦା, ଲୋକପ୍ରିୟତା, ୱେବମିଡିଆ ର ଭୂମିକା, ସାମ୍ବାଦିକ ତା ଜୀବନୀ ବିଷୟ ରେ ଆଲୋଚନା କରିଥିଲେ. ଆସିଥିବା ୱେବମିଡିଆ ବନ୍ଧୁ ମାନଙ୍କ ମଧ୍ୟରେ ବନ୍ଧୁମିଳନ ହୋଇଥୁଲା ପ୍ରରିଚୟ ଆଦାନପ୍ରଦାନ ହୋଇଥ୍‌ଲା.ଆସିଥିବା ସାମ୍ବାଦିକ, ଏଡିଟର, ଅର୍ଗା ନାଇୟର ଏବଂ ପ୍ରତିନିଧି ବିଭିନ୍ନ କ୍ଷେତ୍ର ରେ ଲୋକ ପ୍ରିୟତା ପାଇଥୁବା ପ୍ରତିଭା ମାନଙ୍କୁ ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘ ତରଫରୁ ସମ୍ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା ।ବରଗଡ ଜିଲ୍ଲା ରୁ ସୁଜିତ କୁମାର ଦାଶ ଙ୍କ ରିପୋର୍ଟ

ବିଷୟ ::ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘର ବନ୍ଧୁମିଳନ କାର୍ଯ୍ୟକ୍ରମ


ପୋଟାଲ :::ବରଗଡ ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଗତ କାଲି ପଶ୍ଚିମ ଓଡିଶା ୱେବମିଡିଆ ସଙ୍ଘ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ର ଏଗାର ଟି ଜିଲ୍ଲା ର ୱେବ ମିଡ଼ିଆ ରେ କାର୍ଯ୍ୟରତ ବନ୍ଧୁମାନେ ଯୋଗ ଦେଇଥିଲେ, ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘ ର ସଭାପତି ଅସିତ ସ୍ବାଇଁ ଅତିଥୁ କଂଗ୍ରେସ ନେତା ନିପନ ଦାସ ସମ୍ମାନିତ ଅତିଥ୍ୟ ବରଗଡ ଉପଜିଲ୍ଲାପାଳ ଲଲାଟ କୁମାର ଲୁହା ମୁଖ୍ୟ ଅତିଥ୍ ବରଗଡ ସାଂସଦ ସୁରେଶ ପୂଝାରି ଯୋଗ ଦେଇଥିଲେ . ବର୍ତମାନ ୱେବମିଡିଆ ର ଚାହିଦା, ଲୋକପ୍ରିୟତା, ୱେବମିଡିଆ ର ଭୂମିକା, ସାମ୍ବାଦିକ ତା ଜୀବନୀ ବିଷୟ ରେ ଆଲୋଚନା କରିଥିଲେ. ଆସିଥିବା ୱେବମିଡିଆ ବନ୍ଧୁ ମାନଙ୍କ ମଧ୍ୟରେ ବନ୍ଧୁମିଳନ ହୋଇଥୁଲା ପ୍ରରିଚୟ ଆଦାନପ୍ରଦାନ ହୋଇଥ୍‌ଲା.ଆସିଥିବା ସାମ୍ବାଦିକ, ଏଡିଟର, ଅର୍ଗା ନାଇୟର ଏବଂ ପ୍ରତିନିଧି ବିଭିନ୍ନ କ୍ଷେତ୍ର ରେ ଲୋକ ପ୍ରିୟତା ପାଇଥୁବା ପ୍ରତିଭା ମାନଙ୍କୁ ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘ ତରଫରୁ ସମ୍ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା ।

ବରଗଡ ଜିଲ୍ଲା ରୁ ସୁଜିତ କୁମାର ଦାଶ ଙ୍କ ରିପୋର୍ଟ

Leave a comment

Design a site like this with WordPress.com
Get started