ଯୁବକଙ୍କୁ ଗଳା କାଟି ହତ୍ୟାବରଗଡ଼: ବରଗଡ଼ରେ ଯୁବକଙ୍କୁ ଗଳା କାଟି ହତ୍ୟା। ମୃତକ ଜଣକ ହେଉଛନ୍ତି ରାଜୁ ପଧାନ। ସେ ବରଗଡ଼ ନିଲିବନ୍ଧ ପଡ଼ାରେ ଭଡ଼ା ଘରେ ରହୁଥିଲେ। ଆଜି ସକାଳୁ ତାଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ରାଜୁ ଜଣେ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ | ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାର ଅନୁସନ୍ଧାନ ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି |

ଯୁବକଙ୍କୁ ଗଳା କାଟି ହତ୍ୟା



ବରଗଡ଼: ବରଗଡ଼ରେ ଯୁବକଙ୍କୁ ଗଳା କାଟି ହତ୍ୟା। ମୃତକ ଜଣକ ହେଉଛନ୍ତି ରାଜୁ ପଧାନ। ସେ ବରଗଡ଼ ନିଲିବନ୍ଧ ପଡ଼ାରେ ଭଡ଼ା ଘରେ ରହୁଥିଲେ। ଆଜି ସକାଳୁ ତାଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ରାଜୁ ଜଣେ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ | ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାର ଅନୁସନ୍ଧାନ ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି |

Leave a comment

Design a site like this with WordPress.com
Get started