ଢେଙ୍କାନାଳ ବ୍ୟାଙ୍କ ଅଫ ବରୋଦାର 119ତମ ପ୍ରତିଷ୍ଠା ଦିବସ ପାଳିତ ଅନୁଷ୍ଠିତ,ଢେଙ୍କାନାଳ ସ୍ଥିତ ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ଶାଖାର ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସଂଗ୍ରାମ କେଶରୀ ବେହେରା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଗ୍ରାହକ ମାନଙ୍କୁ ଉର୍ନ୍ନତି ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବା ପାଇଁ ଶପଥ ପାଠ କରାଇଥିଲେ,ଢେଙ୍କାନାଳ ଷ୍ଟେସନ ରୋଡରେ ଥିବା ରାମଦେବୀ ରାମଜୀ ବିଦ୍ୟାଳୟ ରେ ବ୍ୟାଙ୍କ କର୍ମଚାରୀ ଏବଂ ସ୍କୁଲ ଶିକ୍ଷକ ମାନଙ୍କ ର ମିଳିତ ତତ୍ୱବଧାନରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଶ୍ନୋଉତର ପ୍ରତିଯୋଗିତା କାର୍ଯ୍ୟକର୍ମ କରାଇ ପୁରସ୍କାର ବିତରଣ କରିଥିଲେ, ଏହି ଉତ୍ସବ ରେବ୍ୟାଙ୍କ ପରିଚାଳିକା ଶ୍ରୀମତୀ ପ୍ରିୟଙ୍କା ପଟ୍ଟନାୟକ ବ୍ୟାଙ୍କିଙ୍ଗ ସେବା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକ ପାତ କରାଇଥିଲେ,ଅପରାହ୍ନ ରେ ଢେଙ୍କାନାଳ ରେ ଅବସ୍ଥିତ ବ୍ୟାଙ୍କ ଅଫ ବରୋଦା ର ମୁଖ୍ୟ ଶାଖା ତଥା କୁଞ୍ଜକାନ୍ତ ଶାଖାର ମିଳିତ ଉଦ୍ୟମରେ ଗୋବିନ୍ଦପୁରସ୍ଥିତଜୀବନ ଜୋତି ଅନଗ୍ରସର ବିଦ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ କରାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୈତିକ ଉତ୍ସାହ ବଢ଼ାଇବାର ପ୍ରୟାସ କରିବାସହିତ ବିଦ୍ୟାଳୟକୁ 0୫ଗୋଟି ଫ୍ୟାନ ସହାୟତା ପ୍ରଦାନ କରିଥିଲେ,ଏଥି ସହିତ ମୁଖ୍ୟପରିଚାଳକ ସଂଗ୍ରାମକେଶରୀ ବେହେରା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ଏବଂ ବରିଷ୍ଠ ପରିଚାଳକ ସନ୍ଦୀପ କୁମାର ମହାରଣା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସlହିତ କରିବା ସହିତ ବ୍ୟାଙ୍କିଙ୍ଗ ସେବା ବୃତ୍ତି ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ,ଢେଙ୍କାନାଳ ରୁ ଭୋଜରାଜ ସାହୁ ଙ୍କ ରିପୋର୍ଟ ନିଉ ଓଡ଼ିଆ ଓଡିଶା

ଢେଙ୍କାନାଳ ବ୍ୟାଙ୍କ ଅଫ ବରୋଦାର 119ତମ ପ୍ରତିଷ୍ଠା ଦିବସ ପାଳିତ ଅନୁଷ୍ଠିତ,

ଢେଙ୍କାନାଳ ସ୍ଥିତ ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ଶାଖାର ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସଂଗ୍ରାମ କେଶରୀ ବେହେରା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଗ୍ରାହକ ମାନଙ୍କୁ ଉର୍ନ୍ନତି ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବା ପାଇଁ ଶପଥ ପାଠ କରାଇଥିଲେ,
ଢେଙ୍କାନାଳ ଷ୍ଟେସନ ରୋଡରେ ଥିବା ରାମଦେବୀ ରାମଜୀ ବିଦ୍ୟାଳୟ ରେ ବ୍ୟାଙ୍କ କର୍ମଚାରୀ ଏବଂ ସ୍କୁଲ ଶିକ୍ଷକ ମାନଙ୍କ ର ମିଳିତ ତତ୍ୱବଧାନରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଶ୍ନୋଉତର ପ୍ରତିଯୋଗିତା କାର୍ଯ୍ୟକର୍ମ କରାଇ ପୁରସ୍କାର ବିତରଣ କରିଥିଲେ, ଏହି ଉତ୍ସବ ରେବ୍ୟାଙ୍କ ପରିଚାଳିକା ଶ୍ରୀମତୀ ପ୍ରିୟଙ୍କା ପଟ୍ଟନାୟକ ବ୍ୟାଙ୍କିଙ୍ଗ ସେବା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକ ପାତ କରାଇଥିଲେ,
ଅପରାହ୍ନ ରେ ଢେଙ୍କାନାଳ ରେ ଅବସ୍ଥିତ ବ୍ୟାଙ୍କ ଅଫ ବରୋଦା ର ମୁଖ୍ୟ ଶାଖା ତଥା କୁଞ୍ଜକାନ୍ତ ଶାଖାର ମିଳିତ ଉଦ୍ୟମରେ ଗୋବିନ୍ଦପୁରସ୍ଥିତଜୀବନ ଜୋତି ଅନଗ୍ରସର ବିଦ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ କରାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୈତିକ ଉତ୍ସାହ ବଢ଼ାଇବାର ପ୍ରୟାସ କରିବାସହିତ ବିଦ୍ୟାଳୟକୁ 0୫ଗୋଟି ଫ୍ୟାନ ସହାୟତା ପ୍ରଦାନ କରିଥିଲେ,
ଏଥି ସହିତ ମୁଖ୍ୟପରିଚାଳକ ସଂଗ୍ରାମକେଶରୀ ବେହେରା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ଏବଂ ବରିଷ୍ଠ ପରିଚାଳକ ସନ୍ଦୀପ କୁମାର ମହାରଣା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସlହିତ କରିବା ସହିତ ବ୍ୟାଙ୍କିଙ୍ଗ ସେବା ବୃତ୍ତି ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ,

ଢେଙ୍କାନାଳ ରୁ ଭୋଜରାଜ ସାହୁ ଙ୍କ ରିପୋର୍ଟ ନିଉ ଓଡ଼ିଆ ଓଡିଶା

Leave a comment

Design a site like this with WordPress.com
Get started