ଅlତିଣ୍ଡା ଗ୍ରାମରେ ଦନ୍ତାହାତୀ କୁ ଦେଖି ଗ୍ରାମବାସୀ ଭୟଭୀତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡ଼ଙ୍ଗୀରେଞ୍ଜ ଯୋରନ୍ଦା ସେକ୍ସନ ଅlତିଣ୍ଡା ଗ୍ରାମରେ ବୁଲୁଛି ଦନ୍ତା ଗ୍ରାମବାସୀ ଭୟଭୀତ ଆକୁ ଶୁଣିବ କିଏ ପ୍ରତେକ ଦିନ ଭଳି ଆଜିବି ଶାଗୁଆନ ବଣି ରେ ଦନ୍ତା ବୁଲୁଥିବା ଦେଖି ଲୋକେ ଭୟ ରେ ରହୁଛନ୍ତି,

Leave a comment