ତଣ୍ଟି ଦରଜ ରୋଗୀକୁ ପେଟଟଣା ଔଷଧ ଦେଇଦେଲେ ଡାକ୍ତର
ଢେଙ୍କାନାଳ ଶହରାଞ୍ଚଳ
ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ରରେ ଏପରି ଘଟଣା ଦେଖିବାକୁ ମିଳିଛି, ଢେଙ୍କାନାଳ ସହର ର ସାନନ୍ଦ ଜେନାଙ୍କ ଝିଅର ଥଣ୍ଡାରୁନାକରୁ ପାଣି ଗଡ଼ିବା ସହ ତଣ୍ଟି ଦରଜହୋଇଥିଲା, ଗତକାଲି ସେ ଝିଅକୁ ନେଇ ବାଜିଚୌକି ଠାରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଆସିଥିଲେ, ଡାକ୍ତର ତାଙ୍କୁ ଦେଖି ଔଷଧ ଲେଖି ଦେଇଥିଲେ, ଏକ କଫସିରଫ ଓ ୨ ପ୍ରକାର ଟାବଲେଟ ଦେଇଥିଲେ, ହେଲେ କୋଣସି କାରଣରୁ ସନ୍ଦେହ ହେବାରୁ ସେ ଏକ ଔଷଧ ଦୋକାନ ରେ ଔଷଧ ନେଇ ଦେଖାଇଥିଲେ, ଔଷଧ ଦୋକାନୀ ଏହା ତଣ୍ଟି ଦରଜ ନୁହେଁ ପେଟଦରଜ ପାଇଁ ଔଷଧ ଦେଇ ଦେଇଥିଲେ ବୋଲି ଜଣାପଡିଛି,
ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ

Leave a comment