“କାରଗିଲ ବିଜୟ ଦିବସ” ର ୨୪ତମ ବର୍ଷ ପୂର୍ତ୍ତି ଅବସରରେ “ଅପରେସନ ବିଜୟ” ରେ ଭାରତ ମାତାର ବୀରପୁତ୍ର ଯେଉଁମାନେ ଦେଶ ମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ ସେମାନଙ୍କୁ ସ୍ମରଣ କରି ମୋର ହୃଦୟର ଗଭୀର ପ୍ରଦେଶରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ଶ୍ରୀ Mahesh Sahoo ମାନ୍ୟବର ଲୋକପ୍ରିୟ ସାଂସଦ ଢେ଼ଙ୍କାନାଳ.
#KargilVijayDiwas
#OperationVijay
#JaiHind

Leave a comment