ଢେଙ୍କାନାଳ : ଅନେକ ଦିନରୁ ସରିଗଲାଣି ନିର୍ବାଚନ । କିନ୍ତୁ ଏଯାଏଁ ଯାଇନି ରାଗ । ଆଉ ସରିନାହିଁ ନିରୀହ ଭୋଟରଙ୍କ ଉପରେ ପ୍ରତିଶୋଧ । ଏପରି କି ବିଜୟୀ ସରପଞ୍ଚ ସମର୍ଥକ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କୁ କରିଛନ୍ତି ଆକ୍ରମଣ । ଆଉ ଗାଁରେ ରଖାଇ ଦେବୁ ନାହିଁ ବୋଲି ଦିଆଯାଇଛି ଧମକ । ଏପରି ଅଭିଯୋଗ ନେଇ ନିଜର ସୁରକ୍ଷା ପାଇଁ ଆଜି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲକଲୁଣ୍ଡି ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।ଅନେକ ଦିନରୁ ସରିଲାଣି ନିର୍ବାଚନ, ଭୟଭୀତ ଗ୍ରାମବାସୀ ସୁରକ୍ଷା ପାଇଁ ଏସପିଙ୍କ ଦ୍ୱାରସ୍ଥଏ ସଂକ୍ରାନ୍ତରେ ଆକ୍ରମଣର ଶିକାର ହୋଇ ଭୟଭୀତ ଅବସ୍ଥାରେ ଗୋଟିଏ ଗୋଷ୍ଠୀର ଲୋକେ ଆଜି ଢେଙ୍କାନାଳ ଏସପିଙ୍କୁ ସୁରକ୍ଷା ପାଇଁ ଦାବି ପତ୍ର ଦେଇଛନ୍ତି ।ତେବେ ଉକ୍ତ ଟୋଲକଲୁଣ୍ଡି ଗ୍ରାମରେ ଉଭୟ ଗୋଷ୍ଠୀ ମଧ୍ୟରେ ଘଟିଥିବା ଗଣ୍ଡଗୋଳକୁ ନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଆଉ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପୁଲିସ ସଜାଗ ଅଛି ବୋଲି ପ୍ରତିକ୍ରିୟାରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି। ମାତ୍ର ଗାଁରେ ସରପଞ୍ଚଙ୍କ ସମର୍ଥକ ଗୋଷ୍ଠୀ ତାଙ୍କୁ ବାରମ୍ବାର ଆକ୍ରମଣ କରୁଥିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପାଲଟା ଗତ ୨୦ତାରିଖରେ ଘର ମାନଙ୍କରେ ପଶି ନିର୍ଧୁମ ମାଡ଼ ମାରିଥିବା ସହ ଗାଁ ଛାଡି ଚାଲିଯିବାକୁ ଧମକ ଦେଇଛନ୍ତି ବୋଲି ଆକ୍ରମଣର ଶିକାର ଗ୍ରାମବାସୀ ଗୁହାରି କରିଛନ୍ତି । ଫଳରେ ସ୍ଥାନୀୟ ନିହଲ ପ୍ରସାଦ ପୁଲିସ ନିଷ୍କ୍ରିୟତା ନେଇ ଏହି ଲୋକ ମାନେ ଅସୁରକ୍ଷିତ ବୋଲି ଅଭିଯୋଗ ଉଠାଇ ଏସ ପିଙ୍କ ପାଖକୁ ସୁରକ୍ଷା ପାଇଁ ଦାବି କରିଛନ୍ତି।

ଢେଙ୍କାନାଳ : ଅନେକ ଦିନରୁ ସରିଗଲାଣି ନିର୍ବାଚନ । କିନ୍ତୁ ଏଯାଏଁ ଯାଇନି ରାଗ । ଆଉ ସରିନାହିଁ ନିରୀହ ଭୋଟରଙ୍କ ଉପରେ ପ୍ରତିଶୋଧ । ଏପରି କି ବିଜୟୀ ସରପଞ୍ଚ ସମର୍ଥକ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କୁ କରିଛନ୍ତି ଆକ୍ରମଣ । ଆଉ ଗାଁରେ ରଖାଇ ଦେବୁ ନାହିଁ ବୋଲି ଦିଆଯାଇଛି ଧମକ । ଏପରି ଅଭିଯୋଗ ନେଇ ନିଜର ସୁରକ୍ଷା ପାଇଁ ଆଜି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲକଲୁଣ୍ଡି ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।ତେବେ ଉକ୍ତ ଟୋଲକଲୁଣ୍ଡି ଗ୍ରାମରେ ଉଭୟ ଗୋଷ୍ଠୀ ମଧ୍ୟରେ ଘଟିଥିବା ଗଣ୍ଡଗୋଳକୁ ନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଆଉ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପୁଲିସ ସଜାଗ ଅଛି ବୋଲି ପ୍ରତିକ୍ରିୟାରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି। ମାତ୍ର ଗାଁରେ ସରପଞ୍ଚଙ୍କ ସମର୍ଥକ ଗୋଷ୍ଠୀ ତାଙ୍କୁ ବାରମ୍ବାର ଆକ୍ରମଣ କରୁଥିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପାଲଟା ଗତ ୨୦ତାରିଖରେ ଘର ମାନଙ୍କରେ ପଶି ନିର୍ଧୁମ ମାଡ଼ ମାରିଥିବା ସହ ଗାଁ ଛାଡି ଚାଲିଯିବାକୁ ଧମକ ଦେଇଛନ୍ତି ବୋଲି ଆକ୍ରମଣର ଶିକାର ଗ୍ରାମବାସୀ ଗୁହାରି କରିଛନ୍ତି । ଫଳରେ ସ୍ଥାନୀୟ ନିହଲ ପ୍ରସାଦ ପୁଲିସ ନିଷ୍କ୍ରିୟତା ନେଇ ଏହି ଲୋକ ମାନେ ଅସୁରକ୍ଷିତ ବୋଲି ଅଭିଯୋଗ ଉଠାଇ ଏସ ପିଙ୍କ ପାଖକୁ ସୁରକ୍ଷା ପାଇଁ ଦାବି କରିଛନ୍ତି।ଏ ସଂକ୍ରାନ୍ତରେ ଆକ୍ରମଣର ଶିକାର ହୋଇ ଭୟଭୀତ ଅବସ୍ଥାରେ ଗୋଟିଏ ଗୋଷ୍ଠୀର ଲୋକେ ଆଜି ଢେଙ୍କାନାଳ ଏସପିଙ୍କୁ ସୁରକ୍ଷା ପାଇଁ ଦାବି ପତ୍ର ଦେଇଛନ୍ତି ।ଅନେକ ଦିନରୁ ସରିଲାଣି ନିର୍ବାଚନ, ଭୟଭୀତ ଗ୍ରାମବାସୀ ସୁରକ୍ଷା ପାଇଁ ଏସପିଙ୍କ ଦ୍ୱାରସ୍ଥ

ତେବେ ଉକ୍ତ ଟୋଲକଲୁଣ୍ଡି ଗ୍ରାମରେ ଉଭୟ ଗୋଷ୍ଠୀ ମଧ୍ୟରେ ଘଟିଥିବା ଗଣ୍ଡଗୋଳକୁ ନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଆଉ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପୁଲିସ ସଜାଗ ଅଛି ବୋଲି ପ୍ରତିକ୍ରିୟାରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି। ମାତ୍ର ଗାଁରେ ସରପଞ୍ଚଙ୍କ ସମର୍ଥକ ଗୋଷ୍ଠୀ ତାଙ୍କୁ ବାରମ୍ବାର ଆକ୍ରମଣ କରୁଥିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପାଲଟା ଗତ ୨୦ତାରିଖରେ ଘର ମାନଙ୍କରେ ପଶି ନିର୍ଧୁମ ମାଡ଼ ମାରିଥିବା ସହ ଗାଁ ଛାଡି ଚାଲିଯିବାକୁ ଧମକ ଦେଇଛନ୍ତି ବୋଲି ଆକ୍ରମଣର ଶିକାର ଗ୍ରାମବାସୀ ଗୁହାରି କରିଛନ୍ତି । ଫଳରେ ସ୍ଥାନୀୟ ନିହଲ ପ୍ରସାଦ ପୁଲିସ ନିଷ୍କ୍ରିୟତା ନେଇ ଏହି ଲୋକ ମାନେ ଅସୁରକ୍ଷିତ ବୋଲି ଅଭିଯୋଗ ଉଠାଇ ଏସ ପିଙ୍କ ପାଖକୁ ସୁରକ୍ଷା ପାଇଁ ଦାବି କରିଛନ୍ତି।

Leave a comment

Design a site like this with WordPress.com
Get started