*ଆସନ୍ତା_ବୁଧବାର_ବନକଲାଗି_ପାଇଁ_ରାଜି’**-ଆସନ୍ତା ବୁଧବାର ବନକଲାଗି କରିବାକୁ ଦତ୍ତମହାପାତ୍ର ନିଯୋଗ ରାଜି**-ନୀତି ସବ୍ କମିଟି ବୈଠକ ପରେ ଦତ୍ତମହାପାତ୍ରଙ୍କ ପ୍ରତିକ୍ରିୟା**-‘ଯଦି ପରିଚାଳନା କମିଟି କହିବେ ବୁଧବାର କରିବାକୁ ଆମେ ରାଜି’*

ଆସନ୍ତା ସାଧାରଣ ନିର୍ବାଚନ ରେ ମୁଁ ପ୍ରାର୍ଥୀ ହେବି କି ନହେବି ବଡ କଥା ନୁହେଁ ……..
ଆଉଥରେ କ୍ଷମତା କୁ ଆସିବି କି ନ ଆସିବି ସେଟା ବି କହିବା ସମ୍ଭବ ନୁହେଁ ……..
କିନ୍ତୁ ଢେ଼ଙ୍କାନାଳ ଓ ଗନ୍ଦିଆ ର ସାଧାରଣ ଲୋକ ଙ୍କ ସମସ୍ୟା କୁ ସରକାର ଙ୍କ ପାଖରେ ପହଞ୍ଚାଇବା ଓ ସରକାରୀ ପ୍ରାୟୋଜିତ ଦୁର୍ନୀତି ଓ ଭ୍ରଷ୍ଟାଚାର କୁ ଲୋକ ଲୋଚନ କୁ ଆଣିବା କାର୍ଯ୍ୟ ଟି ମୋର ଶେଷ ଜୀବନ ପର୍ଯ୍ୟନ୍ତ ଅବ୍ୟାହତ ରହିବ !
ତାକୁ କୌଣସି ଶକ୍ତି ଚାହିଁଲେ ବି ଅଟକାଇ ପାରିବେ ନାହିଁ ………….!
ନବୀନ ନନ୍ଦ,ପୂର୍ବତନ ବିଧାୟକ
ଗ ନ୍ଦି ଆ ଓ ଢେ଼ଙ୍କାନାଳ
ଫୋନ: ୯୪୩୮୦୩୭୬୦୩/

Leave a comment

Design a site like this with WordPress.com
Get started