ଯୋରନ୍ଦା ବିଜୁପଟ୍ଟନାୟକ ଷ୍ଟାଚୁ ଠାରୁ ଗଁଦିଆବ୍ଲକ ଯିବା ବାଟରେ ମାଲିଭୂଇଁ ତୁଣ୍ଡି ନାଁରେ ଉପୁଧୁନୀ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନାଟିମା ବଜାର ସ୍ଥିତ ଏକ ଛୋଟିଆ ବ୍ରିଜ ହୋଇଛି, ଯେଉଁଥିରେ ସ୍ଥାନୀୟ ବାସିନ୍ଦା ନିରୀହ ଲୋକ ମlନେ ଚଳୁଥିବା ସେଇତୁଠ ରେ ଯୋରନ୍ଦା ବିଶିଷ୍ଟ ଚଳୁଥିବା ସୂଚନା
ଯୋରନ୍ଦାମହିମା ଗାଦିର ବକଳ ସମାଜ ଏହା କୁ କାହିଁକି ବିରୋଧ କରୁଛନ୍ତି ଏହାକୁ ନେଇ ଗଙ୍ଗାଧର ବେହେରା ବିଜେପି ଖୋଜ ନେତା ଯୋରନ୍ଦା ପ୍ରେସ କ୍ଲବ ତରଫରୁ ମହିମା ପ୍ରେସ କ୍ଲବ ର ପ୍ରେସିଡେଣ୍ଟ ଗଙ୍ଗାଧର ବେହେରା ଏହାକୁ ଦୃଢ଼ ନିନ୍ଦା କରୁଛନ୍ତି, ଓ ସ୍ଥାନୀୟ ଲୋକ ବାରଣ କରୁଛନ୍ତି ଛ ଏକର ଛପନ ଏକର ନାଟିମା ବଜାର ଚାରି ପୁରୁଷ ର ଧାମ ପ୍ରଭୁ ଏଠି ଯେତେବେଳେ ଧାମ ସ୍ଥାପନ କଲେ ନାଟିମା ଛ ଏକର ଛପନ ଜାଗାରେ ବାହାରୁ ପ୍ରଜା ଆଣି ବସାଇଲା ପରେ ତେଣୁ ସେଇଜାଗାରେ ନାଟିମା ବଜାର ଲୋକ ମିଶି ଏହି ମାଲିଭୂଇଁ କୁଣ୍ଡି ଜାଗା ପାଇଁ ଏବେ ଅସନ୍ତୋଷ ପ୍ରକାଶ ପାଇଛି, ଆକୁ ବାରଣ କରୁଛନ୍ତି ବୋଲି ଏହି ଜାଗାକୁ ସ୍ଥାନୀୟ ରେ ଘୋର ଚର୍ଚ୍ଚା,

Leave a comment