ବିଷାକ୍ତ ମଦ ପିଇ ନଟାକଟା  କୁମର୍ଦ କଲୋନୀ ର ଜଣେ ମୃତ୍ୟୁ

ବିଷାକ୍ତ ମଦ ପିଇ ନଟାକଟା  କୁମର୍ଦ କଲୋନୀ ର ଜଣେ  ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ରେ ଦେଶୀ ଓ ବିଦେଶୀ ମଦ ପିଇ ଭୁବନ ବ୍ଲକରେ ବାରମ୍ବାର ମୁର୍ତୁ ଏହି ସବକୁ ଧରି ମଦ କାଉଣ୍ଟର ଆଗରେ ବସିଲେ ପରିବାର ଲୋକେ ତେବେ ସୂଚନା ଡାକ୍ତର ପୋଷ୍ଟବଟମ ନ କରି ଫେରାଇଦେଲେ କାହିଁକି ଏହାର ତଦନ୍ତ ଅନୁଯାଇ ଜାରି କରାଯାଉ ଓମୁର୍ତୁ ହୋଇଯାଇଥିବା ଲୋକକୁ ପ୍ରଶାସନ ତରଫରୁ ସାହାଯ୍ୟ କଲେ ଭଲ ହେଵବୋଲି ସ୍ଥାନୀୟ ରେ ଚର୍ଚ୍ଚା

ଢେଙ୍କାନାଳ ଖବର

Leave a comment

Design a site like this with WordPress.com
Get started