*ପୂର୍ବତନ ରାଜସ୍ବ ନିରକ୍ଷକ ପରଲୋକ*ପଣ୍ଡୁଆ:କାମାକ୍ଷା ନଗର ଉପଖଣ୍ଡ ଅଁଳାବେରେନି ପଂଚାୟତ ସକାଳ ପ୍ରତିନଧି ପର୍ଶୁରାମ ମହାଭୋଇ ଙ୍କ ପିତା, ତଥା ସକାଳ ପଣ୍ଡୁଆ ବିତରକ ପୂର୍ଣଚନ୍ଦ୍ର ମହାଭୋଇ ବିୟୋଗ ହୋଇଯାଇଛି. ସେ ଦୀର୍ଘ ଦିନ ହେଲା ଭୁବେନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ ଚିକିଶ୍ଚିତ ହେଉଥିଲେ. ପ୍ରଥମେ ଅମିନ ଭାବେ ଚାକିର ଜୀବନ ଆରମ୍ବ କରି., ରାଜସ୍ବ ନିରୀକ୍ଷକ ଭାବେ ଅବସର ନେଇଥିଲେ. ସେ ସରଳ ଜୀବନ ଓ ନିଷ୍ଠାପର ସରକାରୀ ଚାକିରିଆ ଭାବେ ଖ୍ୟାତି ଅର୍ଜନ କରିଥିଲେ, ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା.ତାଙ୍କ ଦେହାନ୍ତ ଖବର ରେ ଅଁଳାବେରେନି ସମେତ ପରିମାଳ ଅଂଚଳରେ ଶୋକ ଛାୟା ଖେଳି ଯାଇଛି.ଅପରାହ୍ନ ରେ ଭୁବେନେଶ୍ୱର ରୁ ମରାଶରୀର ପ୍ରଥମେ ଅଁଳାବେରେନି ବାସ ଭବନ ସ୍ଥିତ ଅଣା ଯାଇ ଥିଲା, ବଜ଼ାର ବାସି ଙ୍କ ଶେଷ ଦର୍ଶନ ପରେ ତାଙ୍କ ଜନ୍ମସ୍ଥାନ ବିଜାଡିହି ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା.

*ପୂର୍ବତନ ରାଜସ୍ବ ନିରକ୍ଷକ ପରଲୋକ*
ପଣ୍ଡୁଆ:କାମାକ୍ଷା ନଗର ଉପଖଣ୍ଡ ଅଁଳାବେରେନି ପଂଚାୟତ ସକାଳ ପ୍ରତିନଧି ପର୍ଶୁରାମ ମହାଭୋଇ ଙ୍କ ପିତା, ତଥା ସକାଳ ପଣ୍ଡୁଆ ବିତରକ ପୂର୍ଣଚନ୍ଦ୍ର ମହାଭୋଇ ବିୟୋଗ ହୋଇଯାଇଛି. ସେ ଦୀର୍ଘ ଦିନ ହେଲା ଭୁବେନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ ଚିକିଶ୍ଚିତ ହେଉଥିଲେ. ପ୍ରଥମେ ଅମିନ ଭାବେ ଚାକିର ଜୀବନ ଆରମ୍ବ କରି., ରାଜସ୍ବ ନିରୀକ୍ଷକ ଭାବେ ଅବସର ନେଇଥିଲେ. ସେ ସରଳ ଜୀବନ ଓ ନିଷ୍ଠାପର ସରକାରୀ ଚାକିରିଆ ଭାବେ ଖ୍ୟାତି ଅର୍ଜନ କରିଥିଲେ, ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା.ତାଙ୍କ ଦେହାନ୍ତ ଖବର ରେ ଅଁଳାବେରେନି ସମେତ ପରିମାଳ ଅଂଚଳରେ ଶୋକ ଛାୟା ଖେଳି ଯାଇଛି.ଅପରାହ୍ନ ରେ ଭୁବେନେଶ୍ୱର ରୁ ମରାଶରୀର ପ୍ରଥମେ ଅଁଳାବେରେନି ବାସ ଭବନ ସ୍ଥିତ ଅଣା ଯାଇ ଥିଲା, ବଜ଼ାର ବାସି ଙ୍କ ଶେଷ ଦର୍ଶନ ପରେ ତାଙ୍କ ଜନ୍ମସ୍ଥାନ ବିଜାଡିହି ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା.

Leave a comment

Design a site like this with WordPress.com
Get started