ଶ୍ବେତାଲିନା ମାହାନା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପଂଚମ ସ୍ଥାନରେ ସଫଳତା ।
ଅନ୍ଧାରିପାଲି ଗ୍ରାମର ଝିଅ ଶ୍ବେତାଲିନା ମାହାନା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପଂଚମ ସ୍ଥାନରେ ସଫଳତା ହାସଲ କଲେ, ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଟାମ୍ପରସରା ପଂଚାୟତ ଅଧିନ ଅନ୍ଧାରିପାଲି ଗ୍ରାମର ଝିଅ ଶ୍ବେତାଲିନା ମାହାନା ଓଡ଼ିଶା ପ୍ରଶାସନିକ ସେବା ରେ ପଂଚମ ସ୍ଥାନରେ ସଫଳତା ହାସଲ କରିଛନ୍ତି । ସେ ଦିନକୁ ୧୨ ଘଣ୍ଟା ପାଠପଢୁଥିଲେ । ଓଡ଼ିଶା ପ୍ରଶାସନିକ ସେବା ରେ ପଂଚମ ରାଂକରେ ସଫଳତା ମିଳିବ ବୋଲି ସେ ବିଶ୍ବାସ କରୁନଥିଲେ । ଏହି ସଫଳତା ହାସଲ ପାଇବାପରେ ତାଂକ ପରିବାର ଓ ଗାଁରେ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖୋଲିଯାଇଛି ।

Leave a comment