ବନ୍ଧନୂଆ ଗାଁ ଉପ୍ରାସ୍କୁଲ ଚାଲୁନଥିବା ନେଇ ଗ୍ରାମବାସୀଙ୍କ ରାସ୍ତା ରୋକ

ବନ୍ଧ ନୂଆଗାଁ ଉପ୍ରା ସ୍କୁଲ ଗ୍ରାମରେ ନ ଥିବା ସୂଚନା ଗ୍ରାମବାସୀ ଯେତେ ସରକାରୀ କର୍ମଚାରୀଙ୍କୁ ଜଣାଇଲେବି ମିଳୁନି ସହାୟତା ବାଧ୍ୟତା ମୂଳକ ଗ୍ରାମବାସୀଙ୍କ ରାସ୍ତା ରୋକ, କୋଣସି ବାଇକ ବସ କୁ ଅଟକାଇ ଦାବି ପୂରଣ ନ ହେଲେ ଛଡା ଯିବନି ବୋଲି ସୂଚନା,

New odia odisha

Leave a comment

Design a site like this with WordPress.com
Get started