ଗଁଦିଆ ପ୍ରାଥମିକ ଶିକ୍ଷକଙ୍କ ର ୩ ଦଫା ଦାବିପତ୍ର ପ୍ରଦାନଢେଙ୍କାନାଳ ଜିଲ୍ଲା ଆଦ୍ୟ ତା ୫/୮/୨ 0୨୩ ରିଖ ଶନିବାର ଦିନ ନିଖିଳ ଭାରତ ପ୍ରାଥମିକ ଶିକ୍ଷକ ଫେଡେରେଷନ (AUPTF)ର ଆନୁକୂଲ୍ୟରେ ଗଁଦିଆ ବ୍ଲକ ରେଥିବା ସମସ୍ତ ବର୍ଗର ସମସ୍ତ ଶିକ୍ଷକ ଓ ଶିକ୍ଷତ୍ରୀ ଏକତ୍ରିତ ହୋଇ ମିଳିତ ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଗଁଦିଆ ଗୋଷ୍ଠି ଶିକ୍ଷlଧିକାରୀଙ୍କ ଜରିଆରେ ୩ ଦଫା ଦାବି ପ୍ରଦାନ କରାଯାଇଥିଲା ଦାବି ଗୁଡିକ ଯଥାକର୍ମେ ଏକ -ଶିକ୍ଷକ ମାନଙ୍କର ଠିକlନିଯୁକ୍ତି ଉଛେଦ ୨ -ଅବିକଳ କେନ୍ଦ୍ରୀୟ ହାରରେ ବେତନା ୩ -ପୁରୁଣା ପେନସନ (ops)ପୁନଃପ୍ରଚଳନ ଏହି କାର୍ଯ୍ୟକର୍ମ ରେ AUPTF ର ଉପସଭାପତି ଶ୍ରୀ ପ୍ରମୋଦ କୁମାର ସାହୁ, ସମ୍ପାଦକ ଶ୍ରୀ ଶରତ କୁମାରସlହୁ, NPS ସଙ୍ଘ ର ସଭାପତି ଶ୍ରୀ ଛାୟା ପ୍ରକାଶ ବେହେରା, ସମ୍ପାଦକ ଶ୍ରୀ ଜିତେନ୍ଦ୍ର ରାଉତ, EXCARDER ସଂଘ ର ସଭାପତି ଶ୍ରୀ ଲଷ୍ମୀଧର ରାଉତ,ତଥା ବିଭିର୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟତ୍ରୀ ଶ୍ରୀ ସୁବାଷ ଚନ୍ଦ୍ର ସ୍ୱାଇଁ ମହାଦେବ ପରିଡା, ପ୍ରତାପ ଚନ୍ଦ୍ର ବାରିକ,ଗୌରହରି ଭୋଇ,ତ୍ରିଲୋଚନ ମଲ୍ଲିକ,ପରେଶ ବରାଳ,ରବିନାରାୟଣ ବେହେରା,କୈଳାସ ଚନ୍ଦ୍ର ସାହୁ,ଶିକ୍ଷୟତ୍ରୀ ଅନିମା ପରିଡା, ଲିପିସା ସାହୁ,ସ୍ଵର୍ଣ୍ଣପ୍ରଭା ପତି,ଏହି କାର୍ଯ୍ୟକର୍ମ ରେ ଯୋଗଦାନ କରିଥିଲେ

ଗଁଦିଆ ପ୍ରାଥମିକ ଶିକ୍ଷକଙ୍କ ର ୩ ଦଫା ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲା ଆଦ୍ୟ ତା ୫/୮/୨ 0୨୩ ରିଖ ଶନିବାର ଦିନ ନିଖିଳ ଭାରତ ପ୍ରାଥମିକ ଶିକ୍ଷକ ଫେଡେରେଷନ (AUPTF)ର ଆନୁକୂଲ୍ୟରେ ଗଁଦିଆ ବ୍ଲକ ରେଥିବା ସମସ୍ତ ବର୍ଗର ସମସ୍ତ ଶିକ୍ଷକ ଓ ଶିକ୍ଷତ୍ରୀ ଏକତ୍ରିତ ହୋଇ ମିଳିତ ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଗଁଦିଆ ଗୋଷ୍ଠି ଶିକ୍ଷlଧିକାରୀଙ୍କ ଜରିଆରେ ୩ ଦଫା ଦାବି ପ୍ରଦାନ କରାଯାଇଥିଲା ଦାବି ଗୁଡିକ ଯଥାକର୍ମେ ଏକ -ଶିକ୍ଷକ ମାନଙ୍କର ଠିକlନିଯୁକ୍ତି ଉଛେଦ ୨ -ଅବିକଳ କେନ୍ଦ୍ରୀୟ ହାରରେ ବେତନା ୩ -ପୁରୁଣା ପେନସନ (ops)ପୁନଃପ୍ରଚଳନ ଏହି କାର୍ଯ୍ୟକର୍ମ ରେ AUPTF ର ଉପସଭାପତି ଶ୍ରୀ ପ୍ରମୋଦ କୁମାର ସାହୁ, ସମ୍ପାଦକ ଶ୍ରୀ ଶରତ କୁମାରସlହୁ, NPS ସଙ୍ଘ ର ସଭାପତି ଶ୍ରୀ ଛାୟା ପ୍ରକାଶ ବେହେରା, ସମ୍ପାଦକ ଶ୍ରୀ ଜିତେନ୍ଦ୍ର ରାଉତ, EXCARDER ସଂଘ ର ସଭାପତି ଶ୍ରୀ ଲଷ୍ମୀଧର ରାଉତ,ତଥା ବିଭିର୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟତ୍ରୀ ଶ୍ରୀ ସୁବାଷ ଚନ୍ଦ୍ର ସ୍ୱାଇଁ ମହାଦେବ ପରିଡା, ପ୍ରତାପ ଚନ୍ଦ୍ର ବାରିକ,ଗୌରହରି ଭୋଇ,ତ୍ରିଲୋଚନ ମଲ୍ଲିକ,ପରେଶ ବରାଳ,ରବିନାରାୟଣ ବେହେରା,କୈଳାସ ଚନ୍ଦ୍ର ସାହୁ,ଶିକ୍ଷୟତ୍ରୀ ଅନିମା ପରିଡା, ଲିପିସା ସାହୁ,ସ୍ଵର୍ଣ୍ଣପ୍ରଭା ପତି,ଏହି କାର୍ଯ୍ୟକର୍ମ ରେ ଯୋଗଦାନ କରିଥିଲେ

Leave a comment

Design a site like this with WordPress.com
Get started