ଢେଙ୍କାନାଳ ମୁଖ୍ୟ ଷ୍ଟେସନ୍‌ର ନବିକରଣ ୨୫ କୋଟି ଟଙ୍କା ବୟୟ ଅଟକଳରେ ପୁନର୍ବିନାଶ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆୟୋଜିତଢେଙ୍କାନାଳ ଭି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ବିଧାୟକ ସୁଧର କୁମାର ସାମଲ ଯୋଗଦେଇ ଜିଲ୍ଲାର ଉନ୍ନତିକରଣ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବା ପାଇଁ କହିଥିଲେ । ଏହି ରେଳ ଷ୍ଟେସନ୍‌ ଆଧୁନିକିକରଣ ହେବା ଦ୍ବାରା ଜିଲ୍ଲାର ୮ଟି ବ୍ଲକ୍‌ର ଲୋକମାନେ ଉପକୃତ ହୋଇପାରିବେ । ମୁଖ୍ୟ ରେଳ ଷ୍ଟେସନ ଉପରେ ବହୁ ଲୋକ ନିର୍ଭର କରିଥାନ୍ତି। ରେଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।ଏହାର ନବିକରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହି ରେଳ ଷ୍ଟେସନ୍ ନବିକରଣ ନିମନ୍ତେ ୨୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥ୍ ଭାବରେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦଙ୍କ ପ୍ରତିନିଧୂ ପ୍ରତାପ ଦାସ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମକୁ ରେଳ ଷ୍ଟେସନ ମାଷ୍ଟର ମନୋଜ ପାଣ୍ଡେ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ବିଜେପି ନେତା ରାମଚନ୍ଦ୍ର ପାତ୍ର, ସନାତନ ବେହେରା, ପୂର୍ବତନ ନଗରପାଳ ସୁନିଲ୍ ଶର୍ମାଙ୍କ ସମେତ ପୌରପରିଷଦର କାଉନ୍‌ସିଲର ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସହ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଢେଙ୍କାନାଳ ମୁଖ୍ୟ ଷ୍ଟେସନ୍‌ର ନବିକରଣ ୨୫ କୋଟି ଟଙ୍କା ବୟୟ ଅଟକଳରେ ପୁନର୍ବିନାଶ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆୟୋଜିତ

ଢେଙ୍କାନାଳ ଭି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ବିଧାୟକ ସୁଧର କୁମାର ସାମଲ ଯୋଗଦେଇ ଜିଲ୍ଲାର ଉନ୍ନତିକରଣ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବା ପାଇଁ କହିଥିଲେ । ଏହି ରେଳ ଷ୍ଟେସନ୍‌ ଆଧୁନିକିକରଣ ହେବା ଦ୍ବାରା ଜିଲ୍ଲାର ୮ଟି ବ୍ଲକ୍‌ର ଲୋକମାନେ ଉପକୃତ ହୋଇପାରିବେ । ମୁଖ୍ୟ ରେଳ ଷ୍ଟେସନ ଉପରେ ବହୁ ଲୋକ ନିର୍ଭର କରିଥାନ୍ତି। ରେଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହାର ନବିକରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହି ରେଳ ଷ୍ଟେସନ୍ ନବିକରଣ ନିମନ୍ତେ ୨୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥ୍ ଭାବରେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦଙ୍କ ପ୍ରତିନିଧୂ ପ୍ରତାପ ଦାସ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମକୁ ରେଳ ଷ୍ଟେସନ ମାଷ୍ଟର ମନୋଜ ପାଣ୍ଡେ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ବିଜେପି ନେତା ରାମଚନ୍ଦ୍ର ପାତ୍ର, ସନାତନ ବେହେରା, ପୂର୍ବତନ ନଗରପାଳ ସୁନିଲ୍ ଶର୍ମାଙ୍କ ସମେତ ପୌରପରିଷଦର କାଉନ୍‌ସିଲର ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସହ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a comment

Design a site like this with WordPress.com
Get started