ପଧାନମନ୍ତ୍ରୀ ଆବାସ ଯୋଜନା ରେ ଟଙ୍କା ହରି ଲୁଟ, ଭୁଆଁ ବୁଲାଉଛି ସରକାର
ବରଗଡ ଜିଲ୍ଲା ଅତାବିରା ବ୍ଲକ ଅମଳି ପାଲି ପଂଚାୟତ ଦୀର୍ଘ ଦିନ ର ସମସ୍ୟା କୁ ନେଇ ପଧାନମନ୍ତ୍ରୀ ଆବାସ ଯୋଜନା ରେ ଅନେକ ହିତାଧିକାରୀ ପଂଚାୟତ ଅଫିସ ରେ ସରକାରିଆ ବାବୁକୁ ଟଙ୍କା ଦେଇ କଥା ଯାଇ ପହଁଚି ଲା ଜିଲ୍ଲା ପାଳ ଙ୍କ ଜନ ଶୁଣାଇ ରେ? ହେଲେ ଜିଲ୍ଲାପାଳ ଙ୍କ ଆଦେଶ କ୍ରମେ ସୋମବାର ଦିନ ବରଗଡ (ଏ ପି ଡି )ସୁନୀଲ କେରକେଟା ସହ ତାଙ୍କ ଟିମ ଅମଲିପାଲି ପଂଚାୟତ କୁ ଆସି ହିତାଧିକାରୀ ଙ୍କ ସମସ୍ୟା ଉପରେ ଆଲୋଚନା କଲେ ହେଲେ ଗଣମାଧ୍ୟ୍ୟ ମ କୁ ଭିତର କୁ ଯିବା କୁ ମନା କଲେ ତେବେ କାହା ସ୍ୱାର୍ଥ ରେ ଏ ସରକାରିଆ ବାବୁ ତେବେ ଦେଖା ଯାଉ ହିତାଧିକାରୀ ଙ୍କ ପ୍ରକୁତ ସମସ୍ୟା କୁ ସରକାର ବୁଝିବେ ତ

Leave a comment