
ଢେଙ୍କାନାଳ:କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗାଁର ବନ୍ଦାଣିଆ ମହନ୍ତ ସାହିକୁ ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଯିବାକୁ ଭଲ ରାସ୍ତା ନାହିଁ।ବର୍ଷାଦିନେ ଏହି ଗାଁକୁ ଯୋଗାଯୋଗ ସମ୍ପୂର୍ଣ ବିଚ୍ଛିନ୍ନ ହେଇଯାଏ।ଅଭିଯୋଗ ପରେ ମଧ୍ୟ ସୁଫଳ ମିଳୁନାହିଁ। @districtadmndkl @PradeepJenaIAS @PRDeptOdisha @RDOdisha @MoSarkar5T @CMO_Odisha
Leave a comment