
କାମନାର ଆକର୍ଷଣ—————–ବାରବାର ଜୁଆର ମାଡ଼ରେମିଳେଇ ଗଲାଣିପାହାଡ଼ଭଳି ସଶକ୍ତପିଣ୍ଡ ସମୁଦ୍ର ତଟରସମୁଦ୍ରର ଜଳ ଆଉ କୂଳ ଏକାଦିନେ ଜନ୍ମଯେମିତିଦୁଃଖ ଆଉ ମଣିଷତଥାପି….ଜଣେ ଆରଜଣକୁ ଅହରହ ଗିଳୁଥାଏକାଳ ସହ ତାଳଦେଇସତରେ…..ପ୍ରକୃତିର ବିଚିତ୍ର ନିର୍ଯାସ ପୂର୍ଣ୍ଣିମା, ଅମାବାସ୍ୟା ଭଳି ନିର୍ଦ୍ଦିଷ୍ଟ ତିଥିରେଫୁଲିଉଠେ ସମୁଦ୍ର କୂଳ ଲଙ୍ଘିବାକୁମାସର ପହିଲି ହପ୍ତାଟି ଯେମିତିଛକି ବସିଥାଏତ୍ରସ୍ତଅଥଚ ଅଭାବୀ ମଣିଷର ଆତ୍ମା ଦହିବାକୁବାଃ ଇଏ କି ସଂଯୋଗଜୀବନ ବର୍ଣ୍ଣବୋଧର ଚିରାପୃଷ୍ଠା ସହକ୍ରମଶଃ କ୍ଷୀଣ ସେହିସମୁଦ୍ରର କୂଳକେମିତି ସହୁଛି ଦେଖଏକା ପରାଭବକାହିଁକି ଏ ଦୁଃଖ?ସବୁ ଖାଲି କାମନାର ଆକର୍ଷଣ ନୁଁହେତ ଆଉ କଣ ?+++ପ୍ରକାଶ +++

Leave a comment