ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ l ଜିଲ୍ଲାର ସମସ୍ତଙ୍କୁ ଅଗଷ୍ଟ ୧୦ ରୁ ୧୯ ପର୍ଯ୍ୟନ୍ତ ଔଷଧ ବଣ୍ଟନ କରାଯିବ l ଏହା ସହିତ ଏହିକାର୍ଯ୍ୟ ରେ ନିୟୋଜିତ ବ୍ୟକ୍ତି ମାନେ ଲୋକଙ୍କୁ ତାଙ୍କ ସମ୍ମୁଖରେ ଔଷଧ ଖାଇବାକୁ ଦେବେ ଏବଂ ଲୋକମାନେ ମଧ୍ୟ ଖାଇବେ l ଏହାସହିତ କେଉଁ ମାନେ ଏହି ଔଷଧ ସେବନ କରିପାରିବେ ନାହିଁ ସେ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ କହିଛନ୍ତି । ୨ ବର୍ଷରୁ କମ ବୟସର ଶିଶୁ ଏବଂ ଆସନ୍ନପ୍ରସବା ଏବଂ ପ୍ରସବ ପର ୭ ଦିନ ଯାଏଁ ମହିଳା ମାନେ ଏବଂ ଅନ୍ୟ ରୋଗରେ ପୀଡିତ ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଖାଇବେ ବୋଲି ସେ କହିଛନ୍ତି।

#dhenkanal #Dhenkanal new odia odisha

Leave a comment

Design a site like this with WordPress.com
Get started