ଲିମ୍ପାଟିକ ଫାଇଲେରିଆସିସ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ ୧୦ ଅଗଷ୍ଟ ରୁ ୧୯ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚାଲିବ ଆଜି ୱାର୍ଡ ନମ୍ବର – ୧ ର କାଠଗଡା ଆଶ୍ରମ ସ୍କୁଲ ଠାରେ ଢେଙ୍କାନାଳ ପୌରପରିଷଦ ର ପୋୖରାଧ୍ୟ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଉଦଘାଟନ କରିଥିଲେ ଏଥିରେ କାଉନସିଲର ଶ୍ରୀ ବଳରାମ ସେଠି ଏବଂ NHM ର APM ଶ୍ରୀ ଭାଗିରଥି ପାଣିଗ୍ରାହୀ ଉପସ୍ଥିତ ଥିଲେ

ଲିମ୍ପାଟିକ ଫାଇଲେରିଆସିସ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ 11 ଅଗଷ୍ଟ ରୁ ୧୯ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚାଲିବ ଆଜି ୱାର୍ଡ ନମ୍ବର – ୧ ର କାଠଗଡା ଆଶ୍ରମ ସ୍କୁଲ ଠାରେ ଢେଙ୍କାନାଳ ପୌରପରିଷଦ ର ପୋୖରାଧ୍ୟ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଉଦଘାଟନ କରିଥିଲେ ଏଥିରେ କାଉନସିଲର ଶ୍ରୀ ବଳରାମ ସେଠି ଏବଂ NHM ର APM ଶ୍ରୀ ଭାଗିରଥି ପାଣିଗ୍ରାହୀ ଉପସ୍ଥିତ ଥିଲେ

Leave a comment

Design a site like this with WordPress.com
Get started