ଅମୃତ ମହୋତ୍ସବ। ଏହି ଅବସରରେ ମିସନ୍ ଶକ୍ତି ମହିଳାମାନେ ତିଆରି କରୁଛି ତ୍ରିରଙ୍ଗା ପତାକା। ତେବେ କାମାକ୍ଷାନଗର ବ୍ଲକ୍ ଅଁଳାବେରେଣିର ମହିଳା ଗୋଷ୍ଠୀ ମାତ୍ର ୫ ଦିନରେ ୧୦ହଜାରରୁ ଅଧିକ ଜାତୀୟ ପତାକା ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି। ଓରମାସ୍, ଓଡ଼ିଶା ଜୀବିକା ମିସନ୍ ଓ ମିସନ୍ ଶକ୍ତି ଜରିଆରେ ମହିଳା ଗୋଷ୍ଠୀର ସଦସ୍ୟା ତ୍ରିରଙ୍ଗା ପତାକା ତିଆରି କରି ସ୍ବାବଲମ୍ବୀ ହେଉଥିବା ଜଣାପଡ଼ିଛି।
ADVERTISEMENT

ଚମକାଇ ଦେଲେ ମଫସଲ ଗାଁର ମହିଳା: ୫ ଦିନରେ ତିଆରି କଲେ ୧୦ହଜାର http://dhunt.in/OwQjd Source : “NEWS ODIA ODISHA” via Dailyhunt
Leave a comment