ପୋଲିସ ଡିୟୁଟି: ଅତାବିରା ଲୋକେସନ ଛନ୍ଦପାଲି ଛକ ପାଖରେ ଟ୍ରକ ଧକ୍କାରେ ୨ ଜଣ ଛାତ୍ରୀକଂ ବୁର୍ଲା ମେଡିକାଲରେ ମୁତ୍ଯୁ ଆଜି ସୋମବାର ଅପରାହ୍ନ ସାଢେ ବାରଟା ସମୟରେ ଅତାବିରା ଥାନା ଅଧିନ ଗୋଡଭଗା ବିନିକା ୫୪ ନମ୍ବର ରାଜ୍ଯପଥ ଛନ୍ଦପାଲି ଛକ ପାଖରେ ଟ୍ରକ ଧକ୍କାରେ ୨ଜଣ ଛାତ୍ରୀକଂ ମୁତ୍ଯୁ ଓ ଜଣେ ଛାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି ାସୂଚନା ଅନୁସାରେ OD02AU7953 ନମ୍ବର ଥିବା ଗୋଟିଏ ପାଉଁରୁଟି ବୋଝେଇ ଟ୍ରକ ଗୋଡଭଗାରୁ ବିନିକା ଯାଉଥିବା ସମୟରେ ଛନ୍ଦପାଲି ଛକ ପାଖରେ କାଦୋବାହାଲ କଲେଜରୁ ସାଇକେଲରେ ଫେରୁଥିବା ୩ ଜଣ ଛାତ୍ରୀକୁ ଧକ୍କା ଦେଇଥିଲା ଯାହା ଫଳରେ ୩ ଜଣ ଛାତ୍ରୀ ଗୁରୁତର ହୋଇପଡିଥିଲେ ସ୍ଥାନୀୟ ଲୋକେ ତାଂକୁ ଉଦ୍ଧାରକରି ଭିମସାର ବୁର୍ଲା ମେଡିକାଲକୁ ନେଇଯାଇଥିଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୨ ଜଣ ଛାତ୍ରୀକଂ ମୁତ୍ଯୁ ଘଟିଥିବା ସୂଚନା ମିଳିଛି ା ମୁତ୍ଯୁ ବରଣ କରିଥିବା ୨ଜଣ ଛାତ୍ରୀ କାଦୋବାହାଲ କଲେଜରେ ଯୁକ୍ତ ୨ ପଢୁଥିଲେ ସେମାନଙ୍କ ନାମ ହେଲା ଅନୁପମା ମଲ୍ଲିକ ଓ ଜୟଶ୍ରୀ ରଣା ା
[14/08, 17:46] ପୋଲିସ ଡିୟୁଟି: ବରଗଡ଼ ଜିଲ୍ଲା ଗୋଡ଼ଭଗା-ବିନିକା ରାସ୍ତାର ପୋଡ଼ବାଡ଼ି ଛକରେ ଟ୍ରକ୍ ଧକ୍କାରେ ଦୁଇ ଜଣ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ମୃତ ଛାତ୍ରୀ ଦ୍ୱୟ ହେଉଛନ୍ତି ଅନୁପମା ମଲ୍ଲିକ ଓ ଜୟଶ୍ରୀ ରଣା। ସେମାନେ କାଦୋବାହାଲ ଗାଁର। ସେମାନେ କାଦୋବାହାଲ କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ। ସେହିପରି ଗୁରୁତର ଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ପ୍ରିୟ ମଞ୍ଜରୀ ଜେନା। ସେ ବି ସେହି କାଦୋବାହାଲ ଗାଁର ଓ ଯୁକ୍ତ ଦୁଇରେ ପଢ଼ନ୍ତି।

Leave a comment