ଢେଙ୍କାନାଳ ଜନ ସ୍ୱାସ୍ଥ୍ୟ ଆଦିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖ ର ଦୃଶ୍ୟ ହେ ସରକାର ମୁନିସିପାଲିଟି ଗଲେ କୁଆଡେ

ଲାଗିରହିଛି ଅସ୍ୱଚ୍ଛ ବାତାବରଣ ସ୍ଥାନୀୟ ବାସିନ୍ଦା ଆଣିଲେ ଅଭିଯୋଗ ଅନ୍ୟପଟେ ସନ୍ଧ୍ୟା ହେଲେ ରାସ୍ତା ପାଲଟୁଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ, ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖର ଦୃଶ୍ୟ ।

#DhenkanalUpdate

Leave a comment

Design a site like this with WordPress.com
Get started