ପୂର୍ବତନ ବିଧାୟକ ତଥା ଢେଙ୍କାନାଳ ସ୍ବାଭିମାନୀ ସୁରକ୍ଷା ମଞ୍ଚ ର ପ୍ରତିଷ୍ଠାତା
ଶ୍ରୀଯୁକ୍ତ ନଵୀନ ନଦଂ ଆଜି ପିଗୁଂଆ ସ୍ଥିତ ମହିମା ସାଧୁଙ୍କ ମଠରେ ଵିଭିନ୍ନ
ଜାଗାର ଯୁବ ଗୋଷ୍ଠୀ ମାନଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜନ କରିଥିଲେ,,,, ଆଗାମୀ ଦିନରେ ହେଵାକୁ ଥିବା ଇଲେକ୍ସନ ରେ ସେ ପ୍ରାର୍ଥ ହେଵେ ଵୋଲି ଖୋଲା କଥା
କହିଥିବାଵେଳେ,, କୋଉ ଦଳରୁ ପ୍ରାର୍ଥୀ ହେଵେ। ସ୍ପଷ୍ଟ କରିନଥିଲେ।
ଶ୍ରୀଯୁକ୍ତ ନଦଂ ଙ୍କ ସହିତ ଵହୁ ଯୁଵ
ନେତା ଯୋଗ ଦେବାର ଦେଖିବାକୁ ମିଳିଥିଲା

Leave a comment