ଦୌଡେଶ୍ୱର ପୀଠ ରେ କାଉଡିଆ କୁମ୍ଭୀର ପାଇଁ ଭୟରେ କଲେ ଜଳଲାଗି

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କରମୁଳ ପଞ୍ଚାୟତ ର ଦୌଡେଶ୍ୱର ପୀଠ ରେ ଭକ୍ତ ମଣିଷ ଖିଆ କୁମ୍ଭୀର ପାଇଁ ଦୌଡେଶ୍ୱର ଓ କାଲୁରିଆ ଘାଟରେ ଡରି ଡରି ଭୟରେ ପାଣି ଉଠେଇବା ଆଜି ପ୍ରକାଶ ପାଇଛି,

ଗତ କାଲି ତାଳଚେର ଅଞ୍ଚଳରେ କୁମ୍ଭୀର ବ୍ରlହ୍ମଣୀ ନନ୍ଦୀ କୁ ଆସିଥିବା ନେଇ କାଉଡିଆ ଙ୍କ ମନରେ ଛନକା ଦେଖା ଦେଇଥିଲା ଯାହାଦ୍ୱାରା କାଉଡିଆ ଭୟରେ ଜଳଲାଗି କରିଥିବା ସୂଚନା

ଢେଙ୍କାନାଳ ଖବର new odia odisha

Leave a comment

Design a site like this with WordPress.com
Get started