୧୨ ଦଫା ଦାବିରେ ୧୨ଘଣ୍ଟିଆ ଭୁବନ ବନ୍ଦ, ଗାଡି ଚଳଚଳ ବିଜେପି ପକ୍ଷରୁ ବନ୍ଦ ଡାକରାଢେଙ୍କାନାଳ ଭୁବନ ବିଜେପି ପକ୍ଷରୁ ୧୨ ଦଫା ଦାବିରେ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ପାଳନ କରାଯାଉଛି । ଢେଙ୍କାନାଳ ଭୁବନ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ପାନୀୟ ଜଳ , ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଦାବିରେ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି,ସହରକୁ ପ୍ରବେଶ କରୁଥିବା ରାସ୍ତା ଉପରେ ବିଜେପି ଦଳର କର୍ମୀମାନେ ବସି ରହି ବନ୍ଦ ପାଳନ କରୁଛନ୍ତି।ଗାଡିମଟର,ଦୋକାନ ବଜାର,ସରକାରି ଅଫିସ ସବୁ ବନ୍ଦ ରହିଛି। ମୁଖ୍ୟତଃ ଭୁବନ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି,ଶିତଳ ଭଣ୍ଡାର ନିର୍ମାଣ,ସହର ମଧ୍ୟରେ ରାସ୍ତା ଓ ଆଲୋକିକରଣ,ପାନୀୟ ଜଳର ବ୍ୟବସ୍ଥା, ଆବାସ ଯୋଜନାରେ ଦୁର୍ନୀତି,ବାରମ୍ବାର ବିଦ୍ୟୁତ କାଟ,ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ,କଲ୍ୟାଣ ମଣ୍ଡପ ଲୋକାର୍ପଣ ଭଳି ୧୨ଦଫା ଦାବି ନେଇ ଭୁବନ ବିଜେପି ଦଳ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି।

୧୨ ଦଫା ଦାବିରେ ୧୨ଘଣ୍ଟିଆ ଭୁବନ ବନ୍ଦ, ଗାଡି ଚଳଚଳ ବିଜେପି ପକ୍ଷରୁ ବନ୍ଦ ଡାକରା

ଢେଙ୍କାନାଳ ଭୁବନ ବିଜେପି ପକ୍ଷରୁ ୧୨ ଦଫା ଦାବିରେ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ପାଳନ କରାଯାଉଛି । ଢେଙ୍କାନାଳ ଭୁବନ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ପାନୀୟ ଜଳ , ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଦାବିରେ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି,ସହରକୁ ପ୍ରବେଶ କରୁଥିବା ରାସ୍ତା ଉପରେ ବିଜେପି ଦଳର କର୍ମୀମାନେ ବସି ରହି ବନ୍ଦ ପାଳନ କରୁଛନ୍ତି।

ଗାଡିମଟର,ଦୋକାନ ବଜାର,ସରକାରି ଅଫିସ ସବୁ ବନ୍ଦ ରହିଛି। ମୁଖ୍ୟତଃ ଭୁବନ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି,ଶିତଳ ଭଣ୍ଡାର ନିର୍ମାଣ,ସହର ମଧ୍ୟରେ ରାସ୍ତା ଓ ଆଲୋକିକରଣ,ପାନୀୟ ଜଳର ବ୍ୟବସ୍ଥା, ଆବାସ ଯୋଜନାରେ ଦୁର୍ନୀତି,ବାରମ୍ବାର ବିଦ୍ୟୁତ କାଟ,ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ,କଲ୍ୟାଣ ମଣ୍ଡପ ଲୋକାର୍ପଣ ଭଳି ୧୨ଦଫା ଦାବି ନେଇ ଭୁବନ ବିଜେପି ଦଳ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି।

Leave a comment

Design a site like this with WordPress.com
Get started