ନବୀନପଟ୍ଟନାୟକ ଙ୍କ ଟ୍ୱିଟ ଚନ୍ଦ୍ରଯାନ -୩ ର ସଫଳ ଅବତରଣ ଭାରତ ପାଇଁ ଏକ ଐତିହାସିକ ଦିନ

*💐ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ CM ନବୀନଙ୍କ ଟ୍ବିଟ୍‌.*
*💐ଆଜି ଭାରତ ପାଇଁ ଏକ ଐତିହାସିକ ଦିନ: ନବୀନ.*
*💐‘ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପ୍ରଥମ ଦେଶ’.*
*💐‘ମହାଜାଗତିକ ପଡ଼ୋଶୀ ନିକଟରେ ପହଞ୍ଚିବା ବିଜ୍ଞାନ ଓ ମାନବଜାତି ପାଇଁ ଏହା ଏକ ବିରାଟ ସଫଳତା’.*
*💐ଚନ୍ଦ୍ର ମିଶନର ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ: ନବୀନ!.*

Leave a comment

Design a site like this with WordPress.com
Get started