ଆସନ୍ତା କାଲି ତା ୨୫.୦୮.୨୦୨୩ କପିଳାସ ରେ ହେଉଥିବା ବିଭିନ୍ନ ଅବ୍ୟବସ୍ଥା କୁ ନେଇ ଜିଲ୍ଲା ପ୍ରଶାସନ କୁ ଏକ ୧୧ ଦଫା ସମ୍ବଳିତ ଦାବି ପତ୍ର “ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ ” ତରଫରୁ “ଗଣ ଧାରଣା ଓ ଅନଶନ “ଧର୍ମଘଟ ପାଇଁ ନୋଟିସ ଦିଆ ଯାଇଥିଲା । ଏହାକୁ ଆଖି ଆଗରେ ରଖି ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷ ତା ରେ ଏକ ବୈଠକ ବସିଥିଲା ।ଏହି ବୈଠକ ରେ ଏସ ପି ,ଢେ଼ଙ୍କାନାଳ, ଅତିରିକ୍ତ ଜିଲ୍ଲାପାଳ,ଢେ଼ଙ୍କାନାଳ ,ଉପ ଜିଲ୍ଲାପାଳ,ଢେ଼ଙ୍କାନାଳ , ଗନ୍ଦିଆ ଥାନାର ଭାରପ୍ର।ପ୍ତ ଅଧିକାରୀ ଙ୍କ ଉପସ୍ଥିତିରେ କପିଳାସ ରେ ଶ୍ରଦ୍ଧାଳୁ ଙ୍କ ଉପରେ ଶୋଷଣ ହେଉଥିବା ସମ୍ବନ୍ଧ ରେ ବ୍ୟାପକ ଆଲୋଚନା ପରେ ସମସ୍ତ ଦାବି ଗୁଡ଼ିକୁ ଗ୍ରହଣ କରାଯାଇଥିଲା ।

ଆସନ୍ତା କାଲି ତା ୨୫.୦୮.୨୦୨୩ କପିଳାସ ରେ ହେଉଥିବା ବିଭିନ୍ନ ଅବ୍ୟବସ୍ଥା କୁ ନେଇ ଜିଲ୍ଲା ପ୍ରଶାସନ କୁ ଏକ ୧୧ ଦଫା ସମ୍ବଳିତ ଦାବି ପତ୍ର “ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ ” ତରଫରୁ “ଗଣ ଧାରଣା ଓ ଅନଶନ “ଧର୍ମଘଟ ପାଇଁ ନୋଟିସ ଦିଆ ଯାଇଥିଲା । ଏହାକୁ ଆଖି ଆଗରେ ରଖି ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷ ତା ରେ ଏକ ବୈଠକ ବସିଥିଲା ।ଏହି ବୈଠକ ରେ ଏସ ପି ,ଢେ଼ଙ୍କାନାଳ, ଅତିରିକ୍ତ ଜିଲ୍ଲାପାଳ,ଢେ଼ଙ୍କାନାଳ ,
ଉପ ଜିଲ୍ଲାପାଳ,ଢେ଼ଙ୍କାନାଳ , ଗନ୍ଦିଆ ଥାନାର ଭାରପ୍ର।ପ୍ତ ଅଧିକାରୀ ଙ୍କ ଉପସ୍ଥିତିରେ କପିଳାସ ରେ ଶ୍ରଦ୍ଧାଳୁ ଙ୍କ ଉପରେ ଶୋଷଣ ହେଉଥିବା ସମ୍ବନ୍ଧ ରେ ବ୍ୟାପକ ଆଲୋଚନା ପରେ ସମସ୍ତ ଦାବି ଗୁଡ଼ିକୁ ଗ୍ରହଣ କରାଯାଇଥିଲା । ଶ୍ରଦ୍ଧାଳୁ ମାନଙ୍କ ଠାରୁ ବେନିୟମ ଭାବେ ଟଙ୍କା ଆଦାୟ ହେବା ଅଭିଯୋଗ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ ପି ଗନ୍ଦିଆ ଥାନା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । କପିଳାସ ରେ ବ୍ୟବସ୍ଥିତ ଢଙ୍ଗ ରେ ପରିଚାଳନା ପାଇଁ ଏକ କମିଟି ଗଠନ ହେଲା । ଏହି କମିଟି ରେ ପୂର୍ବତନ ବିଧାୟକ ନବୀନ ନନ୍ଦ ଙ୍କୁ ସାମିଲ କରାଗଲା ।କମିଟି ଦ୍ବାରା କପିଳାସ ଗସ୍ତ କରି ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ କୁ ପ୍ରସ୍ତାବ ଦିଆଯିବ ।
ଏଣୁ ଜିଲ୍ଲା ପ୍ରଶାସନ ସମସ୍ତ ଦାବି କୁ ଗ୍ରହଣ କରିଥିବାରୁ ଆସନ୍ତା କାଲି ହେବାକୁ ଥିବା ” ଗଣ ଧାରଣା ଓ ଅ ନ ଶ ନ” କାର୍ଯ୍ୟକ୍ରମ କୁ ବର୍ତ୍ତମାନ ପାଇଁ ସ୍ତଗିତ କରାଗଲା ।

Leave a comment

Design a site like this with WordPress.com
Get started