
ଡକ୍ଟର ଶରତ ଦାସ , ବରିଷ୍ଠ ବୈଜ୍ଞାନିକ , ISRO, ଚନ୍ଦ୍ରାୟନ – 3 ଟିମ , ଢେଙ୍କାନାଳ ଜିଲ୍ଲା ଭୁବନବ୍ଲକ ମାର୍ଥାପୁର ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ଦାସ ଓ ସୁଲୋଚନା ଦାସ ଙ୍କ ବଡ଼ ପୁଅ | ସେମାନେ ୨ ଭାଇ ୨ ଭଉଣୀ | ବାପା କୋଇଲା ଖଣି ରୁ ପଦସ୍ଥ ଅଧିକାରୀ ଭାବେ ତାଳଚେର ର ଅଧିବାସୀ ଅଟନ୍ତି | ତାଙ୍କର ଶଶୁର ପୂର୍ବତନ ବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ପାଲ କଙ୍କଡ଼ାହାଡ଼ ଅଟନ୍ତି |ତୃପ୍ତି ପାଠାଗାର ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ପୂର୍ଣଚନ୍ଦ୍ର ସାହୁ ମହିମା ପ୍ରେସ କ୍ଲବ ତରଫରୁ ଶୁଭେଚ୍ଛା

Leave a comment