ଯେତେ-ଯେତେ ଚନ୍ଦ୍ରଯାନ ୩ ର ପ୍ରଜ୍ଞାନ ରୋଭର ଚନ୍ଦ୍ରମାର ଦକ୍ଷିଣୀ ଧ୍ରୁବର ଭ୍ରମଣ କରିବ, ସେତେ-ସେତେ ନିଜ ଚକରେ ଅଙ୍କିତ ଇସ୍ରୋର ଲୋଗୋ ଓ ଭାରତର ରାଷ୍ଟ୍ରୀୟ ଚିନ୍ହ ର ଚିତ୍ର ଚନ୍ଦ୍ରମାର ଦେହରେ ଛାଡି ଚାଲିବ । ବାୟୁର ଅନୁପସ୍ଥିତି କାରଣରୁ ଭାରତୀୟ ଗୌରବକୁ ଦର୍ଶାଉଥିବା ଏହି ଚିନ୍ହ ଅନନ୍ତ କାଳ ପର୍ଯ୍ୟନ୍ତ ଚନ୍ଦ୍ରମାର ମାଟିରେ ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିବ ।
ଜୟ ଭାରତ🚩



Leave a comment