କନକଗୋରୀ

ଢେଙ୍କାନାଳ ଯା ହଉ ବହୁଦିନର ଇପ୍ସିତ ପୁସ୍ତକ “କନକଗୋରୀ “କୁ ଏହାର ଲେଖକ ବନ୍ଧୁ ଶିବସାଇ ମହାପାତ୍ରଙ୍କ ହାତରୁ ଆଜି ଗ୍ରହଣ କଲି
ବହିଟି ପ୍ରତି ପ୍ରବଳ ଦୁର୍ବଳତା ଥିଲା |କାରଣ ଏହାର ଅଧିକାଂଶ ଭାଗ ଲେଖକ ବନ୍ଧୁଙ୍କ ମୁଖ ପୁସ୍ତିକାରୁ ପଢି କନକଗୋରୀ ର ମୁଁ ଜଣେ ପ୍ରେମିକ ହୋଇସାରିଥିଲି ଅନେକ ଦିନରୁ |ଢେଙ୍କାନାଳର ଯଶସ୍ବୀ ପୁରୁଷ ସ୍ବର୍ଗତ ବିନୟାନନ୍ଦ ମହାପାତ୍ର ଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ହୋଇଥବା “ସାଉଁଟା ସ୍ମୃତି” ବହିଟି ମଧ୍ୟ ଦେଇଥିବାରୁ ଧନ୍ୟବାଦ ଜଣାଉଛି ବଂଧୁ ଶିବସାଇ ମହାପାତ୍ରଙ୍କୁ 🙏🌹

Leave a comment

Design a site like this with WordPress.com
Get started