କହିଲେ ଧମେନ୍ଦ୍ର ଢେଙ୍କାନାଳ ବ୍ରଜନାଥ ବଡଜେନା ହାଇସ୍କୁଲ ର ବଦଳିବ ରୂପରେଖ

ଢେଙ୍କାନାଳ ଖବର ଯୋଗାଯୋଗ 6372788705ୱାଟ୍ସପ

ଢେଙ୍କାନାଳ ବ୍ରଜନାଥ ବଡଜେନା ହାଇସ୍କୁଲର ବଦଳିବ ରୂପରେଖ । ଆମ ପ୍ରିୟା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ବାବଧାନରେ ଏହି ସ୍କୁଲର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।
#DharmendraPradhan
Dharmendra Pradhan

Leave a comment

Design a site like this with WordPress.com
Get started