

ଢେଙ୍କାନାଳ ଜିଲ୍ଲା ଆତ୍ମା ସଭା ଗୃହ ଠାରେ ନିରନ୍ତର ଓ ପର୍ଯ୍ୟବରଣ କୃଷି କର୍ମଶାଳା ଅନୁଷ୍ଠିତ
ଢେଙ୍କାନାଳ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ଓ ଏଫଇଏସ (ଫାଉଣ୍ଡେସନ ଫର ଇଲୋକଲୋଗିକଲ ସିକୁରିଟି )ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳା ରେ ପ୍ରଥମେ ବୃକ୍ଷ ରେ ଜଳ ଅର୍ପଣ କରି ଅତିଥି ମାନେ କାର୍ଯ୍ୟକ୍ରର୍ମ ଆରମ୍ଭ କରିଥିଲା ଏଫଇଏସ ର ଜିଲ୍ଲା ସଂଯୋଜକ ପ୍ରଣବ ନାରାୟଣ ନାୟକ କାର୍ଯ୍ୟକ୍ରମ ର ଉଦେଶ୍ୟ ଜ୍ଞାପନ କରିଥିଲେ, ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ଦୀପ୍ତିକାନ୍ତ ରାଉତରାୟ ସନ୍ନମlନୀୟ ଅତିଥି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ କର ଜିଲ୍ଲା ମସ୍ୟ ଅଧିକାରୀ ଡ଼ଃ ଡମ୍ବୁରଧର ସାମଲ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ (CDVO)ଶ୍ରୀମତୀ ସଂଘମିତ୍ରା ସାହୁ ବୈଜ୍ଞାନିକ (କେଭିକେ)ସଚ୍ଚିଦାନନ୍ଦ ସାର ପ୍ରକଳ୍ପ ନିର୍ଦେଶକ, ଜଳବିଭାଜିକା ପ୍ରକଳ୍ପ ସତ୍ୟଭାମା ପ୍ରଧାନ, ଜିଲ୍ଲା ପ୍ରକଳ୍ପ ପରିଚାଳନା ଓଡିଶା ଜୀବିକା ମିଶନ (ADH)ମlଡ଼ମ ଢେଙ୍କାନାଳ ଜୋତିଦୀପ୍ତି ମହାଦୀପ୍ତ ପଟ୍ଟନାୟକ ଏଡିଏମ ଆଦି ଯୋଗ ଦେଇଥିଲେ,
Leave a comment