
ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ “ଗଡଜାତ ଗାନ୍ଧୀ” ତଥା ଢେ଼ଙ୍କାନାଳ ର ପ୍ରଥମ ସାଂସଦ ସ୍ୱର୍ଗତ ସାରଙ୍ଗ ଧର ଦାସ ଙ୍କ ସ୍ମୃତି ରେ ଏକ “ଡାକ ଟିକଟ ” ପ୍ରଚଳନ ପାଇଁ “କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ” ରେ ବହୁ ଦିନ ଧରି ବିଚାରଧୀନ ଅଛି।
ସେହିପରି “ସାରଙ୍ଗ ଧର “ଙ୍କ ନାମରେ ଏକ “ଏକ୍ସପ୍ରେସ ଟ୍ରେନ” ଚଳାଚଳ ପାଇଁ ମଧ୍ୟ ଦାବି ହୋଇ ଆସୁଅଛି। କେନ୍ଦ୍ର ସରକାର ରେ ଢେ଼ଙ୍କାନାଳ ମାଟିର ପୁଅ ଶ୍ରିଯୁକ୍କ୍ତ ଧର୍ମେନ୍ଦ୍ର ପ୍ରଧାନ ବହୁଦିନ ଧରି ମନ୍ତ୍ରୀ ଅଛନ୍ତି । ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ବିଜେଡ଼ି ସମର୍ଥନ ରେ ରାଜ୍ୟ ସଭା କୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଛନ୍ତି । କେନ୍ଦ୍ର ସରକାର ଚାହିଁଲେ ବହୁତ୍ କିଛି ହୋଇ ପାରିବ । କିନ୍ତୁ ଆମ କଥା ଶୁଣିବ କିଏ ?
Leave a comment