ତୃପ୍ତି ପାଠlଗାର ପକ୍ଷରୁ ଓ ବ୍ରହ୍ମକୁମାରୀ କେନ୍ଦ୍ର ରେ ୫୩ ୟୁନିଟ ରକ୍ତ ସଂଗ୍ରହ ରକ୍ତଦାତା ସହଯୋଗୀଙ୍କୁ ଧନ୍ୟବାଦ କଲେ ସମାଜ ସେବି ପୂର୍ଣ୍ଣ ସାହୁ

ଭୁବନ ବ୍ରହ୍ମାକୁମାରୀକେନ୍ଦ୍ରରେ 53ୟୁନିଟ ସଂଗ୍ରହ ରକ୍ତଦାତା ଓ ସହଯୋଗୀଙ୍କୁ ଧନ୍ୟବାଦ
# ଦିଗୋଲଡ଼ ପରିବାରରୁ ସାତଜଣ
# ମା ପୁଅ , ସ୍ୱାମୀ ସ୍ତ୍ରୀ ଦେଲେ ରକ୍ତ
# ଡାକ୍ତର ଶାନ୍ତିପଣ୍ଡା ରକ୍ତଦାତାହୋଇବାର୍ତ୍ତାଦେଲେ
# ନଗରପାଳ ଶୁଭେନ୍ଦୁ ସାହୁ ଉଦଘାଟନ କଲେ

ଭୁବନ ବିଶ୍ୱବନ୍ଧୁତ୍ୱ ଦିବସରେ ସମ୍ବାଦ ଆମ ଓଡିଶା ସହଯୋଗରେ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ଦ୍ୱାରା 53ୟୁନିଟ ରକ୍ତ ସଂଗ୍ରହ କରାଯାଇଛି |

ରକ୍ତଦାତା —- ସସ୍ମିତା ମିଶ୍ର , ଜୟନ୍ତୀ ସାହୁ, ଶକୁନ୍ତଳା ଜେନା, ଲିପ୍ସାରାଣୀ ସାମଲ, ରୁପାଲୀ ବେହେରା, ମିଞ୍ଜି ସାହୁ, ମିନାକ୍ଷୀ ପୋଥାଳ, ଚନ୍ଦ୍ରାବତୀ ସାହୁ ମମିତା ସାହୁ, ଦୀପକ ବିହାରୀ ସରୋଜ ବିହାରୀ, ଦୀନେଶ ବିହାରୀ,ପ୍ରଦୀପ୍ତ କାରୁଆ, ରୋହିତ ମଲ୍ଲିକ, ଶୁକଦେବ ନାୟକ , ଡକ୍ଟର ଶାନ୍ତିଭୂଷଣ ପଣ୍ଡା, ବି କେ ସଞ୍ଜୟ ମହନ୍ତ , ବି. କେ ଭରତ କୁମାର, ଶାନ୍ତିଶ୍ଵରୂପ ଜେନା, ଜିତେନ୍ଦ୍ର ସାହୁ, ଜଗନଜ୍ୟୋତି ନାୟକ ଜଗନ୍ନାଥ ସ୍ୱାଇଁ, ପ୍ରଭାତ କୁମାର ସାହୁ, ମନ୍ମଥ ଆଇଚ , ସକୃତ ସାହୁ, ରଂଜିତ ଦାସ, ସରୋଜ କର , ପ୍ରଫୁଲ୍ଲ ସାହୁ, ଗୋପାଳ ନାୟକ , ଜୀବନ ଜ୍ୟୋତି ପୃଷ୍ଟି, ରାକେଶ ବେହେରା, ସୁରେଶ ପୃଷ୍ଟି, ଶିବ ପ୍ରସାଦ ମହାନ୍ତି, ଜିତେନ୍ଦ୍ର ବାରିକ, ଆକାଶ ରଞ୍ଜନ ମିଶ୍ର , ସୁମିତ ନନ୍ଦ , ପିଣ୍ଟୁ ପାତ୍ର, ପ୍ରକାଶ ସାହୁ, ଆଲୋକ ସାହୁ, ବାବୁଲି ସାହୁ, ଶେଷଦେବ ସାହୁ, ଚିନ୍ମୟ ଗୁରୁ, କେଶବ ପୃଷ୍ଟି, କାଁହୁଳଲ ଅଗ୍ରୱାଲ, ମଳୟ ପଣ୍ଡା, ରାଜେନ୍ଦ୍ର ରଣା , ଦେବାନନ୍ଦ ବେଜ , ଶିବଦତ୍ତ ବିଶ୍ୱକର୍ମା, ଟୁକୁନା ସାଥୁଆ ମହାପାତ୍ର , ଛାୟାକାନ୍ତ ନାୟକ , ପ୍ରକାଶ ସେନାପତି , ଶିବାନନ୍ଦ ସାହୁ, ବିନୟ ମଲ୍ଲିକ ……

ପ୍ରଜାପିତା ଈଶ୍ୱରୀୟ ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ର ଦାଦି ପ୍ରକାଶମଣିଙ୍କ ଶୋଳ ତମ ତିରୋଧାନ ଦିବସରେ ବ୍ରହ୍ମାକୁମାରୀ ଆଶ୍ରମ ଆନୁକୂଲ୍ୟରେ ରକ୍ତଦାନ ଶିବିରକୁ ନଗରପାଳ ଶୁଭେନ୍ଦୁ ସାହୁ, ଆତ୍ମା କମିଟି ରାଜ୍ୟ ପ୍ରତିନିଧି ସୁଧାକର ସାହୁ, ଡକ୍ଟର ଶାନ୍ତି ଭୂଷଣ ପଣ୍ଡା, ବାଜିସେନା ଅଧକ୍ଷ କମଳ ଲୋଚନ ମହାରଣା, ଓଡ଼ିଶା ସମାଜସେବୀ ମହାସଂଘ ର ସଚ୍ଚିଦାନନ୍ଦ ରାଉତ, ପଣ୍ଡିତ ପ୍ରମୋଦ ମିଶ୍ର , ବ୍ରହ୍ମଚାରୀ ଶ୍ରୀକାନ୍ତ ଜି, ଆର୍ଯ୍ୟ ସମାଜ ସଂପାଦକ ମଳୟ କୁମାର ତ୍ରିପାଠୀ, ବାଜିରାଉତ ସ୍ମୃତି ମହାବିଦ୍ୟାଳୟର ଏନ ଏସ. ଏସ ଅଧ୍ୟାପକ କରୁଣାକର ରାଉଳ ଓ ରୋଭର ରେଞ୍ଜର ଗାଇଡ଼ ସୁକାନ୍ତ ସାହୁ ଭୁବନ ଡାକ୍ତରଖାନା ମୁଖ୍ୟ ଡାକ୍ତର ରମେଶ ଚନ୍ଦ୍ର ସାହୁ, ପରିଚାଳକ ଶୁଭକାନ୍ତ ଆଚାର୍ଯ୍ୟ, ଅନୁଗୁଳ ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଗଣେଶ ଖଟୁଆ , କ୍ଷୀରୋଦ ପାତ୍ର , ସୁନୀଲ ଅଗ୍ରୱାଲ ଭୁବନ କୃଷକ ବିକାଶ ପରିଷଦ ର ସଭାପତି ସୁରେନ୍ଦ୍ର ପୃଷ୍ଟି ବରିଷ୍ଠ ନାଗରିକ ଅଧକ୍ଷ ରଥ ସେଠି , ଥୋରିଆ ସମାଜ ସଭାପତି ବ୍ରହ୍ମାନନ୍ଦ ସାହୁ, ସମାଜସେବୀ ଅମ୍ବୁଜ ସାହୁ, ଗୋଲେଖ ନାୟକ, ଅନାମ ସାହୁ, ସରୋଜ ନାୟକ ଉପସ୍ଥିତ ଥିଲେ | ତୃପ୍ତି ପାଠାଗାର ଅଧକ୍ଷ ପୂର୍ଣଚନ୍ଦ୍ର ସାହୁ ସଂଯୋଜନା କରିଥିଲେ | ଶ୍ରୀ ଗଣେଷ ଚାରିଟେବୁଲ ଟ୍ରଷ୍ଟ ସମସ୍ତ କ୍ଳବ ସଦସ୍ୟ , ଓଡ଼ିଶା ଡ୍ରାଇଭର ମହାସଂଘର ବ୍ଲକ କର୍ମକର୍ତା , ବସମାଲିକ ସଂଘ କର୍ମକର୍ତା, ବଜରଙ୍ଗ ଦଳ, ସକ୍ରିୟ ସହଯୋଗ କରିଥିଲେ | ବ୍ରହ୍ମାକୁମାରୀ ଆଶ୍ରମର ପରିଚାଳିକା ବି.କେ ବିଜୟା ରକ୍ତଦାନ ସହିତ ଦାଦିଙ୍କ ତିରୋଧାନ ଓ ରକ୍ଷା ବନ୍ଧନ ସଂପର୍କ ରେ ଆଲୋଚନା କରିଥିଲେ | ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ପରମାନନ୍ଦ ପଣ୍ଡା ଙ୍କ ସମେତ ସମସ୍ତେ ସହଯୋଗ କରିଥିଲେ |

Leave a comment

Design a site like this with WordPress.com
Get started