ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ‘ମୋ ମାଟି, ମୋ
ଦେଶ’ ଅଭିଯାନରେ ସାରା ଦେଶର ବୀର ସଂଗ୍ରାମୀଙ୍କ
ମାଟିକୁ ସଂଗ୍ରହ କରିବାକୁ ସଂକଳ୍ପ ନେଇଛନ୍ତି । ଏହି କ୍ରମରେ
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ‘ଅମୃତ ବାଟିକା’ ସୃଷ୍ଟି ପାଇଁ
ଆଜି ଢେଙ୍କାନାଳ ଜିଲ୍ଲାର ହରେକୃଷ୍ଣପୁର ସ୍ଥିତ ସାରଙ୍ଗଧର
ଦାସଙ୍କ ‘ସ୍ମୃତି ସୃମ୍ଭ’ ପରିସରରୁ ଗ୍ରାମର ଘର ଘର ବୁଲି
‘ଅମୃତ କଳସ’ ରେ ପବିତ୍ର ମାଟି ସଂଗ୍ରହ କଲେ ଓଡ଼ିଶାର
ରନ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନ
ଙ୍କ ସହିତ ଉପସ୍ଥିତ ଥିଲେ ପୂର୍ବତନ ସାଂସଦ
ରୁଦ୍ର ନାରାୟଣ ପାଣି ଓ ପୂର୍ବତନ
ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଓ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀ ରାମ ଚନ୍ଦ୍ର ପାତ୍ର ଙ୍କ ସହିତ
ଜିଲ୍ଲା ବିଜେପି ସଭାପତି ଶ୍ରୀ ନରେଶ ମହାପାତ୍ର ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ସାଧାରଣ
ଲୋକ ଉପସ୍ଥିତ ଥିଲେ।

Leave a comment