ଏ ଘଟଣା କଟକ ଜିଲ୍ଲା ଶଙ୍କର ପୁରରେ ନବ ବଧୂର ତଣ୍ଟି ଚିପି ହତ୍ୟା କରିଛନ୍ତି ଶାଶୁଘର ଲୋକ
କେତେବେଳେ ଯୌତୁକ ପାଇଁ ତ ଆଉ କେତେବେଳେ ନିଜର ଇଗୋ ପାଇଁ ବାରମ୍ବାର ଜଣେ ବାପା ନିଜର ପୁଞ୍ଜି ସ୍ଵପ୍ନ ଆସା ଭରଷା ରୂପକ କନ୍ୟାକୁ ହରାଇ ବସିଥାଏ
ଏଠି ଭୁଲ କାହାର ? ତାହା ଆଜିବି ପ୍ରଶ୍ନବାଚୀ.. !!!!

Leave a comment