*ଢେଙ୍କାନାଳ ନାଗରିକ ସଚେତନ ଫୋରମ୍ ଆନୁକୁଲ୍ୟରେ ଢେଙ୍କାନାଳ ଠାରେ ଗଢ଼ିଉଠିଥିବା DCC play Schhol ରେ କୁନି କୁନି ବାଳକ ବାଳିକା ଙ୍କ ଦ୍ଵାରା ଭାରତୀୟ ସଂସ୍କୃତି ଓ ପରମ୍ପରା ର ପ୍ରମୁଖ ପର୍ବ ରାକ୍ଷୀ ପୂର୍ଣ୍ଣମୀ ଉତ୍ସବ ବିଦ୍ୟାଳୟପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରକାଶ ଥାଉ କି ଏହି ଇଂରାଜୀ ବିଦ୍ୟାଳୟ ରେ ବିନା Donation ରେ ଆଡମିସନ୍ ଦେବା ସଙ୍ଗେ ସଙ୍ଗେ ଉନ୍ନତ ମାନର ଖେଳ ସାମଗ୍ରୀ ସହ ଶିକ୍ଷାଦାନ କରାଯାଇଥାଏ*।


Leave a comment