ବିଶ୍ବାସ ନ ହେଉଥିଲେ ମଧ୍ଯ ସତ, ନୟାଗଡ ଜିଲ୍ଲାର ଏକ ମହିଳାଙ୍କ ଙ୍କ ଗର୍ଭ ରେ ନାଗ ସାପ। ସାପ ର ଓଜନ 6 କିଲୋଗ୍ରାମ। ଅଲ୍ଟ୍ରାସାଉଣ୍ଡ କରିବା ସମୟ ଫଟୋ ଟିରେ ସାପ ଟି ଫଣା ଟେକି ଥିବା ଜଣା ପଡୁଛି। ମହିଳା ଜଣକ 8 ମାସ ର ଗର୍ଭବତୀ ଅଛନ୍ତି। ଡାକ୍ତର ମାନେ ତାଙ୍କୁ ପରାମର୍ଶ ଦେଉଛନ୍ତି ଭେଲୋର୍ ନବା ପାଇଁ। କିନ୍ତୁ ତାଙ୍କ ସ୍ବାମୀଙ୍କ ପାଖରେ ସେତିକି ଅର୍ଥ ନାହିଁ। ଜଣେ ନୟାଗଡ ଭାଇ ଙ୍କ ମୋବାଇଲ ରୁ ଫଟୋ ଟି ମୋତେ କାଲି 29 August 2023 ରେ ଦେଇଥିଲେ। ଏସବୁ ମୋ ମନ ଗଢା କଥା ନୁହଁ, ସେ ନୟାଗଡ ଭାଇ ଙ୍କ କହିଥିବା କଥା କୁ ନେଇକି ମୁଁ ଏ ପୋଷ୍ଟ ଟି କରୁଛି।


Leave a comment