
ଢ଼େଙ୍କାନାଳ: ବିଦ୍ୟୁତ୍ ଆଘାତରେ ବିଦ୍ୟୁତ କର୍ମଚାରୀ ମୃତ । ଘଟଣା ଘଟିଛି ମୋଟଙ୍ଗା ଥାନା ବିଡୋ ଗ୍ରାମରେ। ମୃତକ ସଦର ଥାନା ମଙ୍ଗଳପୁରର ଗଣେଶ୍ବର ସ୍ବାଇଁ । ସୂଚନା ଅନୁଯାୟୀ, ଅପରାହ୍ନରେ ସୌଭାଗ୍ୟ ଯୋଜନାରେ ହିତାଧିକାରୀଙ୍କ ବିଦ୍ୟୁତ୍ ସଂଯୋଗ କରୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା। ଗଣେଶ୍ବର ଠିକାଦାର ଅଧୀନରେ ବିଦ୍ୟୁତ ଖୁଣ୍ଟରେ ଚଢ଼ି ବିଦ୍ୟୁତ ସଂଯୋଗ କରୁଥିଲେ ।
Leave a comment