ଢେଙ୍କାନାଳ ସହର ରେ ୯ ତାଲା ମେଡିକାଲ ନାହିଁ ବେଡ଼ କୁଆଡେ ଗଲେ ସରକାର

ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବେଡ୍ ଅଭାବ କାରଣରୁ ଅନେକ ରୋଗୀ ତଳେ ପଡ଼ି ରହିଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ ଅଧିକ ରୁ ଅଧିକ ବେଡ୍ ଯୋଗାଇଦେବାକୁ ମୋର ଦାବି । ବିଶ୍ୱସ୍ତରୀୟ ସେବା କଥା କହୁଥିବା ନିର୍ଲଜ ଗୁଡ଼ାକ ଭଲଭାବେ ଏ ଦୃଶ୍ୟ ଦେଖନ୍ତୁ। ସେମାନଙ୍କୁ ମୋର ପ୍ରଶ୍ନ ଏହା କ’ଣ ବିଶ୍ୱସ୍ତରୀୟ ସେବା କିରେ ନିର୍ଲଜ??? ଉତ୍ତର ଦିଅ ।

ରିପୋର୍ଟ ହିନ୍ଦୋଳରୁ new ଓଡ଼ିଆ odisha

Leave a comment

Design a site like this with WordPress.com
Get started