


#ଶ୍ରୀ_ସିଦ୍ଧ_ବଳରାମଜୀଉଙ୍କ ଜନ୍ମ ଦିବସ ଉପଲକ୍ଷେ #ଢେଙ୍କାନାଳ ଜିଲ୍ଲାର #ଅରକ୍ଷୀ_ଅଧିକ୍ଷକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମହାପାତ୍ରଙ୍କ ସହିତ #ବଳରାମ_ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟ ରେ ଆଲୋଚନା ହୋଇଥିଲା । ଏବଂ ମନ୍ଦିର ସମ୍ମୁଖରେ #ଭବାନୀ_ମ୍ୟୁଜିକ (ଅବନୀ ମିଶ୍ର) ତରଫରୁ ହୋଇଥିବା #ଭଜନ_ସମାରୋହରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ରଙ୍କ ସହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲି।
Leave a comment