ମେଷ: କାର୍ଯ୍ୟକ୍ଷେତ୍ରରେ ଆତ୍ମବିଶ୍ବାସ ସାହାଯ୍ୟକାରୀ ସାବ୍ୟସ୍ତ ହେବ। ବେପାର ଦିଗୁଣା ବଢ଼ିବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବହୁତ ଭଲ।
ଧନୁ: ବ୍ୟାବସାୟିକ କ୍ଷେତ୍ରରେ ନୂଆ ଲୋକଙ୍କ ସହିତ ମିଶିବେ। ବନ୍ଧୁ ସହିତ ଦିନଟି ମଉଜ ମସ୍ତିରେ କଟିବ। ସନ୍ତାନ ଆପଣଙ୍କୁ ଭଲ ଖବର ଶୁଣାଇବେ। ଘରେ ସୁଖ ଶାନ୍ତି ବଜାୟ ରହିବ।

ମକର: ଘରୋଇ କାର୍ଯ୍ୟରେ ପରିବାରର ସହଯୋଗ ପାଇବେ। ବ୍ୟବସାୟରେ ବଡ଼ ଚୁକ୍ତି ହେବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ପ୍ରେମ ଜୀବନ ଭଲ ରହିବ।

ତୁଳା: ଆପଣଙ୍କୁ ରୋଜଗାରର ଉଚିତ ଅବସର ପ୍ରାପ୍ତ ହେବ। ଅଫିସରେ ସହକର୍ମୀଙ୍କର ସହଯୋଗରେ କାମ ଶୀଘ୍ର ସମାପ୍ତ କରିନେବେ। ଘରୋଇ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିବେ।
ବିଛା: ବେପାରକୁ ନେଇ ମନରେ ନୂଆ ବିଚାର ଆସିବ। ପୁରୁଣା ବନ୍ଧୁ ସହିତ ଆପଣଙ୍କର ସାକ୍ଷାତ୍ ହେବ। ଅଚାନକ ଧନଲାଭ ହେବ। ବିଦ୍ୟାର୍ଥୀଙ୍କ ମନ ପାଠପଢ଼ାରେ ଲାଗିବ।
କୁମ୍ଭ: ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହେବେ। ନୂଆ ବେପାର କରିବା ପାଇଁ ମନ ସ୍ଥିର କରିବେ। ଚାକିରି ଆଶାୟୀଙ୍କ ପାଇଁ ଦିନଟି ଭଲ।
ମୀନ: ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଘରୋଇ ଚାକିରିଆଙ୍କର ପଦୋନ୍ନତି ହେବ। ବନ୍ଧୁ ସହିତ ପ୍ରସ୍ତୁତ କରିଥିବା ଯୋଜନା ବାତିଲ ହୋଜାଣନ୍ତୁ ଆସନ୍ତାକାଲିର ରାଶିଫଳ
Latestଜୀବନଚର୍ଯ୍ୟାରାଶିଫଳ
By Sambad Digital Last updated Sep 3, 2023
ସେୟାର
ମେଷ: କାର୍ଯ୍ୟକ୍ଷେତ୍ରରେ ଆତ୍ମବିଶ୍ବାସ ସାହାଯ୍ୟକାରୀ ସାବ୍ୟସ୍ତ ହେବ। ବେପାର ଦିଗୁଣା ବଢ଼ିବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବହୁତ ଭଲ।
ADVERTISEMENT
Ads by
ବୃଷ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ବ୍ୟବସାୟରେ ଭାଗୀଦାରି ଭାବିଚିନ୍ତି କରନ୍ତୁ। ଜୀବନସାଥୀଙ୍କ ଠାରେ ପରିବର୍ତ୍ତନ ଆସିବା ଯୋଗୁଁ ଘରେ ଖୁସିର ପରିବେଶ ରହିବ।
ମିଥୁନ: କୌଣସି କଂପାନିରୁ ଚାକିରିର ସୁଯୋଗ ଆସିପାରେ। ରାଜନୀତିରେ ସଫଳତା ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। ଇଲେକ୍ଟ୍ରିକ୍ ଯାନ କିଣି ପାରନ୍ତି।
କର୍କଟ: ନିକଟ ସଂପର୍କୀୟ ଆପଣଙ୍କ ଖୁସି ବଢ଼ାଇପାରନ୍ତି। ଇଲେକ୍ଟ୍ରୋନିକ ସାମଗ୍ରୀ କିଣିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଡାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।
ସିଂହ: ବ୍ୟବସାୟ ପାଇଁ ଦିନଟି ଭଲ। ନୂଆ ବନ୍ଧୁ ଆସିବା ଯୋଗୁଁ ଘର ଉତ୍ସବମୁଖର ରହିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ। ଗ୍ରାଫିକ ଡିଜାଇନର୍ଙ୍କ ପାଇଁ ଦିନଟି ଭଲ।
କନ୍ୟା: ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ଜୀବନସାଥୀଙ୍କୁ ନିଜର ସମସ୍ୟା କହନ୍ତୁ, ମନର ବୋଝ ହାଲୁକା ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ମକର: ଘରୋଇ କାର୍ଯ୍ୟରେ ପରିବାରର ସହଯୋଗ ପାଇବେ। ବ୍ୟବସାୟରେ ବଡ଼ ଚୁକ୍ତି ହେବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ପ୍ରେମ ଜୀବନ ଭଲ ରହିବ।
କୁମ୍ଭ: ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହେବେ। ନୂଆ ବେପାର କରିବା ପାଇଁ ମନ ସ୍ଥିର କରିବେ। ଚାକିରି ଆଶାୟୀଙ୍କ ପାଇଁ ଦିନଟି ଭଲ।
ମୀନ: ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଘରୋଇ ଚାକିରିଆଙ୍କର ପଦୋନ୍ନତି ହେବ। ବନ୍ଧୁ ସହିତ ପ୍ରସ୍ତୁତ କରିଥିବା ଯୋଜନା ବାତିଲ ହୋଇପାରେ।
Leave a comment